ଦୈନିକ ପାଞ୍ଜି: ଜୁନ୍ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୩, ୨୦୧୮

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୭|୪୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୧୯|୧୦ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୩୦ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୨୩ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି ରାତ୍ର ଘଣ୍ଟା ୧|୧୪|୭ସେକେଣ୍ଡ୍,

ରୋହିଣୀନକ୍ଷତ୍ର ଦିବା ଘଣ୍ଟା ୪|୪୩|୪୭ସେକେଣ୍ଡ୍, ବୃଷଚନ୍ଦ୍ର ରାତ୍ର ଘଣ୍ଟା ୩|୨୫ ମିନିଟ୍,

ଧୃତିଯୋଗ ସକାଳ ଘଣ୍ଟା ୯|୧୨|୪ସେକେଣ୍ଡ୍,

ଚତୁଷ୍ପଦକରଣ ଦିବା ଘଣ୍ଟା ୨|୫୬|୩୮କେଣ୍ଡ୍, ନାଗକରଣ ରାତ୍ର ଘଣ୍ଟା ୧|୧୪|୭ସେକେଣ୍ଡ୍, 

ରବ୍ୟଂଶଽ୨୭|୫୦|୨୯, ସୂକ୍ଷ୍ମଚନ୍ଦ୍ର ରାଶି ୧|୧୬|୮|୪୮,

ଦିନମାନ ଘଣ୍ଟା ୧୩|୧୧|୨୬ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୪୮|୩୪ସେକେଣ୍ଡ୍,

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ରାତ୍ର ଘଣ୍ଟା ୧|୧୪|୭ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୧|୧୪|୭ସେକେଣ୍ଡ୍ ମଧ୍ୟେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ।

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୭।୪୬ ମିନିଟ୍ ରୁ ଘଣ୍ଟା ୧୧।୧୮ ମିନିଟ୍, ଦିବା ଘଣ୍ଟା ୧।୫୬ ମିନିଟ୍ ରୁ ଘଣ୍ଟା ୫।୨୭ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୯।୫୬ ମିନିଟ୍, ରାତ୍ର ଘଣ୍ଟା ୧୨।୬ ମିନିଟ୍ ରୁ ଘଣ୍ଟା ୧।୩୨ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩|୨୫ ମିନିଟ୍ ଗତେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୪|୪୩|୪୭ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

କର୍କଟରାଶିର ଘାତବାର। ବିଛାରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୩|୨୫ ମିନିଟ୍ ପରେ କନ୍ୟାରାଶିର ଘାତଚନ୍ଦ୍ର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ / ବାରବେଳା – ଦିବା ଘଣ୍ଟା ୧୧|୪୫ ମିନିଟ୍ ରୁ ଘଣ୍ଟା ୧|୨୪ ମିନିଟ୍ ମଧ୍ୟେ।  କାଳବେଳା- ସକାଳ ଘଣ୍ଟା ୮|୨୮ ମିନିଟ୍ ରୁ ଘଣ୍ଟା ୧୦|୭ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨|୨୮ ରୁ ଘଣ୍ଟା ୩|୪୯ ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୭।୫୦।୨୯-, ଚନ୍ଦ୍ରରାଶି-୧।୧୬।୮।୪୮-, ମଙ୍ଗଳରାଶି-୯|୧୩|୫୮|୫୬-, ବୁଧରାଶି-୨|୬|୧୩|୩୭-, ବୃହସ୍ପତିରାଶି-୬|୨୦|୨୩|୨୮, ଶୁକ୍ରରାଶି-୩|୪|୪୮|୫୭-, ଶନିରାଶି-୮|୧୨|୪୭|୨-, ରାହୁରାଶି-୩|୧୨|୨୭|୨୬-, କେତୁରାଶି-୯|୧୨|୨୭|୨୬-।

ଆଜିରଲଗ୍ନ

ରାତ୍ର ୩ଟା ୧୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୧୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୩୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୪୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୫୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୧ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୧୩ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୨୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୩୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୨୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୫୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୩୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୧୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୪|୪୩|୪୭ସେକେଣ୍ଡ୍ ମଧ୍ୟେ ରୋହିଣୀନକ୍ଷତ୍ର ବୃଷରାଶି ଚନ୍ଦ୍ରମହାଦଶାରେ ଜନ୍ମ ହୋଇଛି। ଦିବା ଘଣ୍ଟା ୪|୪୩|୪୭ସେକେଣ୍ଡ୍ ପରେ ରାତ୍ର ଘଣ୍ଟା ୩|୨୫ ମିନିଟ୍ ମଧ୍ୟେ ମୃଗଶିରାନକ୍ଷତ୍ର ମିଥୁନରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୩|୨୫ ମିନିଟ୍ ପରେ ମୃଗଶିରାନକ୍ଷତ୍ର ମିଥୁନରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!