ମାସାନ୍ତ, ଶରଣ ଶେଷ, ଓଡ଼ିଶାର ବର୍ଷ ଶେଷ। ଆଜିର ପାଞ୍ଜି: ଅପ୍ରେଲ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୩, ୨୦୧୮

ମାସାନ୍ତ, ଶରଣ ଶେଷ, ଓଡ଼ିଶାର ବର୍ଷ ଶେଷ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୦|୪୯ସେ

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୭|୧୫ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୩୦ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୩ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ସକାଳ ଘଣ୍ଟା ୯|୫|୨୭ସେକେଣ୍ଡ୍,

ପୂର୍ବଭାଦ୍ର ନକ୍ଷତ୍ର ରାତ୍ର ଘଣ୍ଟା ୪|୧୪|୧ସେକେଣ୍ଡ୍, କୁମ୍ଭଚନ୍ଦ୍ର ରାତ୍ର ଘଣ୍ଟା ୧୦|୪|୦ସେକେଣ୍ଡ୍,

ବ୍ରହ୍ମଯୋଗ ରାତ୍ର ଘଣ୍ଟା ୪|୨୯|୩୦ସେକେଣ୍ଡ୍,

ତୈତିଳକରଣ ସକାଳ ଘଣ୍ଟା ୯|୫|୨୭ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୯|୧୩|୦ସେକେଣ୍ଡ୍,

ରବ୍ୟଂଶଽ୨୮|୫୫|୧୭, ସୂକ୍ଷ୍ମଚନ୍ଦ୍ର ରାଶି ୧୦|୨୧|୯|୫୨,

ଦିନମାନ ଘଣ୍ଟା ୧୨|୨୬|୨୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୩୩|୩୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ସକାଳ ଘଣ୍ଟା ୯|୫|୨୭ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୯|୫|୨୭ସେକେଣ୍ଡ୍ ମଧ୍ୟେ ପୋଇ, ମସୁରଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୨୧ ମିନିଟ୍, ଘଣ୍ଟା ୭।୧୦ ମିନିଟ୍ ରୁ ଘଣ୍ଟା ୯।୪୦ ମିନିଟ୍, ଦିବା ଘଣ୍ଟା ୧୨।୯ ମିନିଟ୍ ରୁ ଘଣ୍ଟା ୨।୩୮ ମିନିଟ୍, ଦିବା ଘଣ୍ଟା ୪।୧୮ ମିନିଟ୍ ରୁ ଘଣ୍ଟା ୫।୫୭ ମିନିଟ୍,  ରାତ୍ର ଘଣ୍ଟା ୭।୩୦ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୧।୪୦ ମିନିଟ୍ ରୁ ଘଣ୍ଟା ୩।୧୨ମିନିଟ୍, ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୨ ମିନିଟ୍ ରୁ ଘଣ୍ଟା ୯।୪୮ମିନିଟ୍, ରାତ୍ର ଘଣ୍ଟା ୩।୧୨ ମିନିଟ୍ ରୁ ଘଣ୍ଟା ୩।୫୮ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୦|୪|୦ସେକେଣ୍ଡ୍ ଗତେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୪|୧୪|୧ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୪|୧୪|୧ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଧନପ୍ରାପ୍ତି।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି  ମୃତବ୍ୟକ୍ତିର ଦ୍ଵିପାଦ ତିଥି ଓ ନକ୍ଷତ୍ରଦୋଷ ଏବଂ ସକାଳ ଘଣ୍ଟା ୯|୫|୨୭ସେକେଣ୍ଡ୍ ଗତେ ଓ ରାତ୍ର ଘଣ୍ଟା ୪|୧୪|୧ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ / କାଳବେଳା – ଦିବା ଘଣ୍ଟା ୧୦|୧୨ମିନିଟ୍ ରୁ ଘଣ୍ଟା ୧୧|୪୬ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୮|୪୦ମିନିଟ୍ ରୁ ଘଣ୍ଟା ୧୦|୧୩ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮|୫୩ମିନିଟ୍ ରୁ ଘଣ୍ଟା ୧୦|୧୯ମିନିଟ୍ ମଧ୍ୟେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୮।୫୫।୧୭-୨୭/୧୨, ଚନ୍ଦ୍ରରାଶି-୧୦।୨୧।୯।୫୨-୨୫/୧୧, ମଙ୍ଗଳରାଶି-୮|୨୦|୨୫|୫-୨୦/୯, ବୁଧରାଶି-୧୧|୧୦|୫୫|୪୯-୨୬/୧୨, ବୃହସ୍ପତିରାଶି-୬|୨୭|୧୯|୪୩-୧୬/୭, ଶୁକ୍ରରାଶି-୦|୨୧|୩୭|୪୪-୨/୧, ଶନିରାଶି-୮|୧୫|୦|୨୬-୨୦/୯, ରାହୁରାଶି-୩|୧୮|୧୩|୬-୯/୪, କେତୁରାଶି-୯|୧୮|୧୩|୬-୨୨/୧୦।

ଆଜିରଲଗ୍ନ

ରାତ୍ର ୩ ଟା ୫୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୩୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୭ଟା ୧୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୧୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୩୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୪୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୩ଟା ୫୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୧୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୨୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୩୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୨୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୩ ଟା ୫୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!