ଆଜିର ପାଞ୍ଜି: ମଇ ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୨, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୨|୩୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୭|୨ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୯ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୨ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ରାତ୍ର ଘଣ୍ଟା ୧୧|୭|୪୬ସେକେଣ୍ଡ୍

ଉତ୍ତରଭାଦ୍ରପଦ ନକ୍ଷତ୍ର ଦିବା ଘଣ୍ଟା ୧|୫୨|୮ସେକେଣ୍ଡ୍, ମୀନଚନ୍ଦ୍ର ଅହୋରାତ୍ର,

ବିଷ୍କୁମ୍ଭଯୋଗ ଦିବା ଘଣ୍ଟା ୧୨|୩୧|୦ସେକେଣ୍ଡ୍,

କୌଳବକରଣ ଦିବା ଘଣ୍ଟା ୧୧|୩୨|୨୨ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୧୧|୭|୪୬ସେକେଣ୍ଡ୍,

ରବ୍ୟଂଶଽ୨୭|୭|୧୯, ସୂକ୍ଷ୍ମଚନ୍ଦ୍ର ରାଶି ୧୧|୧|୫୩|୩୨,

ଦିନମାନ ଘଣ୍ଟା ୧୨|୫୪|୨୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୫|୩୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ରାତ୍ର ଘଣ୍ଟା ୧୧|୭|୪୬ସେକେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୧|୭|୪୬ସେକେଣ୍ଡ୍ ମଧ୍ୟେ ପୋଇ, ମସୁରଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୯।୩୧ ମିନିଟ୍ ରୁ ଘଣ୍ଟା ୧୨।୫୮ ମିନିଟ୍, ରାତ୍ର ଘଣ୍ଟା ୮।୨୧ ମିନିଟ୍ ରୁ ଘଣ୍ଟା ୧୦।୩୪ ମିନିଟ୍, ରାତ୍ର ଘଣ୍ଟା ୧୨।୨ ମିନିଟ୍ ରୁ ଘଣ୍ଟା ୧।୩୧ ମିନିଟ୍, ରାତ୍ର ଘଣ୍ଟା ୨।୧୫ ମିନିଟ୍ ରୁ ଘଣ୍ଟା ୩।୪୩ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧|୫୨|୮ସେକେଣ୍ଡ୍ ଗତେ       ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବୃଷ, ସିଂହ, କନ୍ୟା ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮|୨୮ ମିନିଟ୍ ରୁ ଘଣ୍ଟା ୧୦|୫ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧|୧୯ ମିନିଟ୍ ରୁ ଘଣ୍ଟା ୨|୫୬ ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୫|୧୫ ମିନିଟ୍ ରୁ ଘଣ୍ଟା ୬|୫୨ ମିନିଟ୍, ଦିବା ଘଣ୍ଟା ୪|୩୨ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୯ ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୬|୯ ମିନିଟ୍ ରୁ ଘଣ୍ଟା ୭|୩୨ମିନିଟ୍, ରାତ୍ରି ଘଣ୍ଟା ୩|୫୧ମିନିଟ୍ ରୁ ଘଣ୍ଟା ୫|୧୪ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୭।୭।୧୯-, ଚନ୍ଦ୍ରରାଶି-୧୧।୧୧।୫୩।୩୨-,  ମଙ୍ଗଳରାଶି-୯|୪|୧୩|୫-,

ବୁଧରାଶି-୦|୩|୩୪|୫୬-, ବୃହସ୍ପତିରାଶି-୬|୨୩|୫୩|୪୦-, ଶୁକ୍ରରାଶି-୧|୨୬|୪୯|୪୮-,

ଶନିରାଶି-୮|୧୪|୩୪|୧୩-, ରାହୁରାଶି-୯|୧୫|୫|୪୨-, କେତୁରାଶି-୯|୧୫|୫|୪୨-।

ଆଜିରଲଗ୍ନ

ରାତ୍ରି ୩ଟା ୩୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୨୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୨୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୩୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୫୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧ଟା ୫୯ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୧୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୩୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୩୯ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୨୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୩୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କୋର୍ଟବିବାହ, ନବବଧୁଯାତ୍ରା, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, କ୍ରୟବିକ୍ରୟ, ଦେବତାପ୍ରତିଷ୍ଠା, ଜଳାଶୟପ୍ରତିଷ୍ଠା, ଖଡ୍ଗଧାରଣ ରାତ୍ରରେ ବିବାହ ପାଣିଗ୍ରହଣ କରିପାରିବେ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧|୫୨|୮ସେକେଣ୍ଡ୍ ମଧ୍ୟେ ଉତ୍ତରଭାଦ୍ରନକ୍ଷତ୍ର ମୀନରାଶି ଶନିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧|୫୨|୮ସେକେଣ୍ଡ୍ ପରେ ରେବତୀନକ୍ଷତ୍ର ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!