ସର୍ବସମ୍ମତ ଅପରା ଏକାଦଶୀ। ଆଜିର ପାଞ୍ଜି: ମଇ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୧, ୨୦୧୮

ସର୍ବସମ୍ମତ ଅପରା ଏକାଦଶୀ,

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୨|୫୯ସେ

ସୂର୍ଯ୍ୟାସ୍ତ      ସଂଧ୍ୟା ଘ ୬|୬|୩୯ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୮ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୧ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଏକାଦଶୀତିଥି ରାତ୍ର ଘଣ୍ଟା ୧୧|୪୨|୫୯ସେକେଣ୍ଡ୍

ପୂର୍ବଭାଦ୍ରପଦ ନକ୍ଷତ୍ର ଦିବା ଘଣ୍ଟା ୧|୨୫|୪୬ସେକେଣ୍ଡ୍, କୁମ୍ଭଚନ୍ଦ୍ର ସକାଳ ଘଣ୍ଟା ୭|୧୨ମିନିଟ୍

ବୈଧୃତିଯୋଗ ଦିବା ଘଣ୍ଟା ୧|୪୪|୨୮ସେକେଣ୍ଡ୍,

ବବକରଣ ଦିବା ଘଣ୍ଟା ୧୧|୪୨|୨୦ସେକେଣ୍ଡ୍, ବାଳବକରଣ ରାତ୍ର ଘଣ୍ଟା ୧୧|୪୨|୫୯ସେକେଣ୍ଡ୍,

ରବ୍ୟଂଶଽ୨୬|୯|୨୨, ସୂକ୍ଷ୍ମଚନ୍ଦ୍ର ରାଶି ୧୦|୨୮|୫୬|୫୪,

ଦିନମାନ ଘଣ୍ଟା ୧୨|୫୩|୪୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୬|୨୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ରାତ୍ର ଘଣ୍ଟା ୧୧|୪୨|୫୯ସେକେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୧|୪୨|୫୯ସେକେଣ୍ଡ୍ ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫ ମିନିଟ୍, ଘଣ୍ଟା ୬।୫୬ ମିନିଟ୍ ରୁ ଘଣ୍ଟା ୯।୩୧ ମିନିଟ୍, ଦିବା ଘଣ୍ଟା ୧୨।୬ ମିନିଟ୍ ରୁ ଘଣ୍ଟା ୨।୪୦ ମିନିଟ୍, ଦିବା ଘଣ୍ଟା ୪।୨୪ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୭ ମିନିଟ୍, ରାତ୍ର ଘଣ୍ଟା ୭।୩୬ ମିନିଟ୍ ରୁ ଘଣ୍ଟା ୯।୫ ମିନିଟ୍, ରାତ୍ର ଘଣ୍ଟା ୧।୩୧ ମିନିଟ୍ ରୁ ଘଣ୍ଟା ୩ଟା  ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୫ ମିନିଟ୍ ରୁ ଘଣ୍ଟା ୯।୪୯ ମିନିଟ୍, ରାତ୍ର ଘଣ୍ଟା ୩।୧ ମିନିଟ୍ ରୁ ଘଣ୍ଟା ୩।୪୪ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୭|୧୨ମିନିଟ୍ ଗତେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ନକ୍ଷତ୍ର ଦିବା ଘଣ୍ଟା ୧|୨୫|୪୬ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ବିଛା, ଧନୁ, ମୀନ ରାଶିର ଘାତବାର। ମିଥୁନ, ମୀନ ରାଶିର ଘାତଚନ୍ଦ୍ର ଓ ସକାଳ ଘଣ୍ଟା ୭।୧୨ମିନିଟ୍ ପରେ ଧନୁ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-  

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧|୨୫|୪୬ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧|୨୫|୪୬ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / ବାରବେଳା  / କାଳବେଳା – ସକାଳ ଘଣ୍ଟା ୮|୨୯ ମିନିଟ୍ ରୁ ଘଣ୍ଟା ୧୧|୪୨ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୮|୫୫ମିନିଟ୍ ରୁ ଘଣ୍ଟା ୧୦|୧୯ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୬।୯।୨୨-, ଚନ୍ଦ୍ରରାଶି-୧୧।୨୮।୫୬।୫୪-,  ମଙ୍ଗଳରାଶି-୯|୩|୪୮|୦-,

ବୁଧରାଶି-୦|୨|୭|୧୫-, ବୃହସ୍ପତିରାଶି-୬|୨୪|୧|୧୮-, ଶୁକ୍ରରାଶି-୧|୨୫|୩୭|୩୬-,

ଶନିରାଶି-୮|୧୪|୩୬|୨୪-, ରାହୁରାଶି-୯|୧୫|୧୨|୧୨-, କେତୁରାଶି-୯|୧୫|୧୨|୧୨-।

ଆଜିରଲଗ୍ନ

ରାତ୍ରି ୩ଟା ୪୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୨୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୨୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୪୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୫୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୧୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୨୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୩୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୪୩ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୩୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୮ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୪୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ନିର୍ବନ୍ଧ, ଅଳଙ୍କାରଧାରଣ, ବାକ୍ୟଦାନ, କୋର୍ଟବିବାହ,  ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ବ୍ରତପୋନୟନ, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା, ଗୃହ ପ୍ରବେଶ, କ୍ରୟବିକ୍ରୟ, ମନ୍ଦିର ନିର୍ମାଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ନବବସ୍ତ୍ର ପରିଧାନ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ଯାନକ୍ରୟ ଓ ଆରୋହଣ, ନାମକରଣ, ଔଷଧ କରଣ ଓ ସେବନ, ଦିକ୍ଷାଗ୍ରହଣ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର, ଧାନ୍ୟସ୍ଥାପନ, ବୃକ୍ଷରୋପଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୭|୧୨ମିନିଟ୍ ମଧ୍ୟେ ପୂର୍ବଭାଦ୍ରପଦନକ୍ଷତ୍ର କୁମ୍ଭରାଶି ଗୁରୁମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୭|୧୨ମିନିଟ୍ ପରେ ଦିବା ଘଣ୍ଟା ୧|୨୫|୪୬ସେକେଣ୍ଡ୍ ମଧ୍ୟେ ପୂର୍ବଭାଦ୍ରନକ୍ଷତ୍ର ମୀନରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧|୨୫|୪୬ସେକେଣ୍ଡ୍ ପରେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!