ସିଂହ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧୧, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୩୨|୨୫ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୬|୪୧ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୨୮ଦିନ ରାଷ୍ଟ୍ରିୟ ଚୈତ୍ରମାସ ୨୧ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ବୈଶାଖମାସ, କୃଷ୍ଣପକ୍ଷ, ଦଶମୀତିଥି ସକାଳ ଘଣ୍ଟା ୬।୪୧।୫୧ସେକେଣ୍ଡ୍,

ଧନିଷ୍ଠା ନକ୍ଷତ୍ର ରାତ୍ର ଘଣ୍ଟା ୧।୪୦।୫୮ସେକେଣ୍ଡ୍, ମକରଚନ୍ଦ୍ର ଦିବା ଘଣ୍ଟା୧୨।୩୭ମିନିଟ୍

ଶୁଭଯୋଗ ଅହୋରାତ୍ର,ବିଷ୍ଟିକରଣ ସକାଳ ଘଣ୍ଟା ୬।୪୧।୫୧ସେକେଣ୍ଡ୍,

ବବକରଣ ସଂଧ୍ୟା ଘଣ୍ଟା ୭।୩୧।୦ସେକେଣ୍ଡ୍,

ରବ୍ୟଂଶଽ୨୬।୫୭।୩୮, ସୂକ୍ଷ୍ମଚନ୍ଦ୍ର ରାଶି ୯।୨୬।୨୪।୫୮,

ଦିନମାନ ଘଣ୍ଟା ୧୨।୨୪।୧୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୩୫।୪୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ସକାଳ ଘଣ୍ଟା ୬।୪୧।୫୧ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୬।୪୧।୫୧ସେକେଣ୍ଡ୍ ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୧୧ ମିନିଟ୍, ସକାଳ ଘଣ୍ଟା ୯।୪୦ ମିନିଟ୍ ରୁ ଘଣ୍ଟା ୧୧।୨୦ ମିନିଟ୍, ଦିବା ଘଣ୍ଟା ୩।୨୮ ମିନିଟ୍ ରୁ ଘଣ୍ଟା ୫।୭ ମିନିଟ୍, ସଂଧ୍ୟା ଘଣ୍ଟା ୬।୪୩ ମିନିଟ୍ ରୁ ରାତ୍ର ଘଣ୍ଟା ୯।୨ ମିନିଟ୍, ରାତ୍ର ଘଣ୍ଟା ୧।୪୦ ମିନିଟ୍ ରୁ ଘଣ୍ଟା ୫।୩୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୪୯ ମିନିଟ୍ ରୁ ଘଣ୍ଟା ୩।୨୮ ମିନିଟ୍,  ରାତ୍ର ଘଣ୍ଟା ୯।୨ ମିନିଟ୍ ରୁ ଘଣ୍ଟା ୧୦।୩୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୧୨।୩୭ମିନିଟ୍ ଗତେ ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧।୪୦।୫୮ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ସିଂହ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି  ଦୋଷ  ନାହିଁ।

ଅଶୁଭସମୟ-

ରାହୁକାଳ/ବାରବେଳା- ଦିବା ଘଣ୍ଟା୧୧।୪୬ମିନିଟ୍ ରୁ ଘଣ୍ଟା୧।୨୦ମିନିଟ୍ ମଧ୍ୟେ। କାଳବେଳା – ସକାଳ ଘଣ୍ଟା ୮।୪୧ମିନିଟ୍ ରୁ ଘଣ୍ଟା ୧୦।୧୪ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୨।୪୦ମିନିଟ୍ ରୁ ଘଣ୍ଟା ୪।୭ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ- 

ରବିରାଶି-୧୧।୨୬।୫୭।୩୮-୨୭/୧୨, ଚନ୍ଦ୍ରରାଶି-୯।୨୬।୨୪।୫୮-୨୩/୧୦, ମଙ୍ଗଳରାଶି-୮|୧୯|୨୧|୫୯-୨୦/୯, ବୁଧରାଶି-୧୧|୧୧|୩୧|୪୬-୨୬/୧୨, ବୃହସ୍ପତିରାଶି-୬|୨୭|୩୧|୧୪-୧୬/୭, ଶୁକ୍ରରାଶି-୦|୧୯|୧୦|୪୭-୨/୧, ଶନିରାଶି-୮|୧୪|୫୯|୧୫-୨୦/୯, ରାହୁରାଶି-୩|୧୮|୨୪|୫୮-୯/୪, କେତୁରାଶି-୯|୧୮|୨୪|୫୮-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୫ଟା ୪୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୭ଟା ୨୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୯ଟା ୨୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୩୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧ଟା ୫୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୮ଟା ୨୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୦ଟା ୩୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୨ଟା ୪୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୨ଟା ୩୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାମକରଣ, ନବବସ୍ତ୍ର ପରିଧାନ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ନିଷ୍କ୍ରାମଣ, ନୌକାଚାଳନା, ଔଷଧକରଣ ଓ ସେବନ, ଧାନ୍ୟ ସ୍ଥାପନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ  ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବ୍ରତୋପ ନୟନ, ଅଳଙ୍କାରଧାରଣ ଓ ନିର୍ବନ୍ଧ, ହଳଆରମ୍ଭ, ବିହନବୁଣା, ଭୂମିପୂଜନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୨।୩୭ମିନିଟ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର ମକର ରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ। ଦିବା ଘଣ୍ଟା ୧୨।୩୭ମିନିଟ୍ ପରେ ଓ ରାତ୍ର ଘଣ୍ଟା୧।୪୦।୫୮ସେକେଣ୍ଡ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର କୁମ୍ଭରାଶି ଓ ମଙ୍ଗଳ ମହାଦଶାରେ ଜନ୍ମ। ରାତ୍ର ଘଣ୍ଟା୧।୪୦।୫୮ ସେକେଣ୍ଡ୍ ପରେ ସତଭିଷା ନକ୍ଷତ୍ର କୁମ୍ଭରାଶି ଓ ରାହୁ ମହାଦଶାରେ ଜନ୍ମ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!