ଆଜିର ପାଞ୍ଜି: ମଇ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧୦, ୨୦୧୮

ସୂର୍ଯ୍ୟଉଦୟ   ପ୍ରାତଃ ଘ ୫|୧୩|୨୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ       ସଂଧ୍ୟା ଘ ୬|୬|୧୬ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୨୭ ଦିନ ରାଷ୍ଟ୍ରିୟ ବୈଶାଖମାସ ୨୦ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଦଶମୀତିଥି ରାତ୍ର ଘଣ୍ଟା ୧୧|୨୯|୨୩ସେକେଣ୍ଡ୍

ଶତଭିଷା ନକ୍ଷତ୍ର ଦିବା ଘଣ୍ଟା ୧୨|୧୧|୩୫ସେକେଣ୍ଡ୍, କୁମ୍ଭଚନ୍ଦ୍ର ଅହୋରାତ୍ର,

ଇନ୍ଦ୍ରଯୋଗ ଦିବା ଘଣ୍ଟା ୨|୧୯|୨୬ସେକେଣ୍ଡ୍,

ବାଣିଜ୍ୟକରଣ ଦିବା ଘଣ୍ଟା ୧୧|୪|୧୯ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୧୧|୨୯|୨୩ସେକେଣ୍ଡ୍,

ରବ୍ୟଂଶଽ୨୫|୧୧|୨୪, ସୂକ୍ଷ୍ମଚନ୍ଦ୍ର ରାଶି ୧୦|୧୬|୨୩|୧୬,

ଦିନମାନ ଘଣ୍ଟା ୧୨|୫୨|୫୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୭|୧୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

 ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାତ୍ର ଘଣ୍ଟା ୧୧|୨୯|୨୩ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୧|୨୯|୨୩ସେକେଣ୍ଡ୍ ମଧ୍ୟେ କଳମଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ରାତ୍ର ଘଣ୍ଟା ୨।୧୫ ମିନିଟ୍ ରୁ ଘଣ୍ଟା ୩ଟା ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୬ ମିନିଟ୍, ଦିବା ଘଣ୍ଟା ୧୦।୨୩ ମିନିଟ୍ ରୁ ଘଣ୍ଟା ୧୨।୫୭ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨|୧୧|୩୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –

ତୁଳା, କୁମ୍ଭ ରାଶିର ଘାତବାର। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୧।୧୨ମିନିଟ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ରାଣୀଯୋଗ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୨|୧୧|୩୫ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧|୧୮ ମିନିଟ୍ ରୁ ଘଣ୍ଟା ୨|୫୫ ମିନିଟ୍ ମଧ୍ୟେ। ବାରବେଳା – ଦିବା ଘଣ୍ଟା ୪|୩୨ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୮ମିନିଟ୍ ମଧ୍ୟେ।  କାଳବେଳା – ଦିବା ଘଣ୍ଟା ୨|୫୫ ମିନିଟ୍ ରୁ ଘଣ୍ଟା ୪|୩୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୪୨ମିନିଟ୍ ରୁ ଘଣ୍ଟା ୧|୫ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୨୫।୧୧।୨୪-, ଚନ୍ଦ୍ରରାଶି-୧୦।୧୬।୨୩।୧୬-,  ମଙ୍ଗଳରାଶି-୯|୩|୨୨|୩୭-,

ବୁଧରାଶି-୦|୦|୪୧|୪୫-, ବୃହସ୍ପତିରାଶି-୬|୨୪|୮|୫୭-, ଶୁକ୍ରରାଶି-୧|୨୪|୨୫|୨୨-,

ଶନିରାଶି-୮|୧୪|୩୮|୩୧-, ରାହୁରାଶି-୯|୧୫|୧୮|୪୧-, କେତୁରାଶି-୯|୧୫|୧୮|୪୧-।

ଆଜିରଲଗ୍ନ

ରାତ୍ରି ୩ଟା ୪୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୫ଟା ୩୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୭ଟା ୩୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୯ଟା ୪୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୧ଟା ୫୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୧୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୬ଟା ୨୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୮ଟା ୪୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୦ଟା ୪୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୨ଟା ୩୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୧୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ୩ଟା ୪୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାଣିଜ୍ୟକରଣ, କ୍ରୟବିକ୍ରୟ, ପୁଂସବନ, ବିଦ୍ୟାରମ୍ଭ, ଦିକ୍ଷାଗ୍ରହଣ, ମୋକଦ୍ଦମାଦାୟର, ବ୍ରତୋପନୟନ, କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୨|୧୧|୩୫ସେକେଣ୍ଡ୍ ମଧ୍ୟେ ଶତଭିଷାନକ୍ଷତ୍ର କୁମ୍ଭରାଶି ରାହୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୨|୧୧|୩୫ସେକେଣ୍ଡ୍ ପରେ ପୂର୍ବଭାଦ୍ରନକ୍ଷତ୍ର କୁମ୍ଭରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!