ତୂଳା, କୁମ୍ଭ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୦, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୩|୨୫|୩୩ ଇଂ ପ୍ରାତଃ ଘ ୫|୫୯|୪୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସିଂହ ଦ୪|୩୯|୮   ଇଂ ସଂଧ୍ୟା ଘ ୫|୪୭|୪୯ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୬ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୯ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି ସକାଳ ଘଣ୍ଟା ୬।୨।୪ସେକେଣ୍ଡ୍,

ମୂଳା ନକ୍ଷତ୍ର ଅହୋରାତ୍ର, ଧନୁଚନ୍ଦ୍ର ଅହୋରାତ୍ର,

ସିଦ୍ଧିଯୋଗ ସଂଧ୍ୟା ଘଣ୍ଟା ୬।୪୦।୫୦ସେକେଣ୍ଡ୍,

କୌଳବକରଣ ସକାଳ ଘଣ୍ଟା୬।୧।୨୪ସେକେଣ୍ଡ୍, ତୈତିଳକରଣ ସଂଧ୍ୟା ଘଣ୍ଟା ୭।୧୬।୦ସେକେଣ୍ଡ୍,

ରବ୍ୟଂଶଽ୨୫।୧୬।୫୫, ସୂକ୍ଷ୍ମଚନ୍ଦ୍ର ରାଶି ୮।୧।୧୫।୨୪,

ଦିନମାନ ଘଣ୍ଟା ୧୧।୪୮।୬ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୧।୫୪ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ସକାଳ ଘଣ୍ଟା ୬।୨।୪ସେକେଣ୍ଡ୍ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୬।୨।୪ସେକେଣ୍ଡ୍ ମଧ୍ୟେ ନଡ଼ିଆ ଓ ପରେ ଲାଉ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୯।୫୬ମିନିଟ୍ ରୁ ଘଣ୍ଟା ୧।୫ମିନିଟ୍, ଦିବା ଘଣ୍ଟା ୮।୧୪ମିନିଟ୍ ରୁ ଘଣ୍ଟା ୧୦।୪୧ମିନିଟ୍, ରାତ୍ର ଘଣ୍ଟା ୧୨।୧୮ମିନିଟ୍ ରୁ ଘଣ୍ଟା ୧।୫୬ମିନିଟ୍, ରାତ୍ର ଘଣ୍ଟା ୨।୪୫ମିନିଟ୍ ରୁ ଘଣ୍ଟା ୪।୨୨ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୂଳା, କୁମ୍ଭ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଖଳସ୍ଵଭାବ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮।୫୮ମିନିଟ୍ ରୁ ଘଣ୍ଟା ୧୦।୨୭ମିନିଟ୍ ମଧ୍ୟେ।  ବାରବେଳା- ଦିବା ଘଣ୍ଟା ୧।୨୪ମିନିଟ୍ ରୁ ଘଣ୍ଟା ୨।୫୩ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୬।୨ମିନିଟ୍ ରୁ ଘଣ୍ଟା ୭।୩୦ମିନିଟ୍, ଦିବା ଘଣ୍ଟା ୪।୨୧ମିନିଟ୍ ରୁ ଘଣ୍ଟା ୫।୫୦ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୫୦ମିନିଟ୍ ରୁ ଘଣ୍ଟା ୭।୨୧ମିନିଟ୍, ରାତ୍ରି ଘଣ୍ଟା ୪ଟା ୩୦ମିନିଟ୍ ରୁ ଘଣ୍ଟା ୬।୧ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୫।୧୬।୫୫-୨୫/୧୧, ଚନ୍ଦ୍ରରାଶି-୮।୧।୧୫।୨୪-୧୯/୯, ମଙ୍ଗଳରାଶି-୮|୧|୨୮|୪୦-୧୯/୯, ବୁଧରାଶି-୧୧|୧୨|୧|୨୪-୨୬/୧୨, ବୃହସ୍ପତିରାଶି-୬|୨୯|୮|୨୬-୧୬/୭, ଶୁକ୍ରରାଶି-୧୧|୯|୪୦|୪୫-୨୬/୧୨,

ଶନିରାଶି-୮|୧୩|୪୮|୧୯-୨୦/୯, ରାହୁରାଶି-୩|୨୦|୩୫|୩୬-୯/୪, କେତୁରାଶି-୯|୨୦|୩୫|୩୬-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୩୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୬ଟା ୧୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୪୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୩୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୩୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୪୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୫୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୬ଟା ୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୧୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୨୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୪୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୪୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୩୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ସୂର୍ଯ୍ୟ ଅସ୍ତପରେ ବିବାହ ପାଣିଗ୍ରହଣ ହୋଇ ପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଆସନ୍ତା କାଲି ସୂର୍ଯ୍ୟ ଉଦୟ ମଧ୍ୟେ ଜନ୍ମହେଲେ ମୂଳା ନକ୍ଷତ୍ର ଧନୁରାଶି ଓ କେତୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!