ଦୈନିକ ପାଞ୍ଜି: ଜୁନ୍ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୦, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୭|୨୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ     ସଂଧ୍ୟା ଘ ୬|୧୮|୧୩ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୨୭ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୨୦ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଏକାଦଶୀତିଥି ଦିବା ଘଣ୍ଟା ୧୧|୫୫|୪୫କେଣ୍ଡ୍,

ଅଶ୍ଵିନୀନକ୍ଷତ୍ର ରାତ୍ର ଘଣ୍ଟା ୧୦|୩୦|୨ସେକେଣ୍ଡ୍, ମେଷଚନ୍ଦ୍ର ଅହୋରାତ୍ର,

ଶୋଭନଯୋଗ ସଂଧ୍ୟା ଘଣ୍ଟା ୬|୪୪|୫ସେକେଣ୍ଡ୍,

ବାଳବକରଣ ଦିବା ଘଣ୍ଟା ୧୧|୫୫|୪୫କେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୧୧|୬|୧୯ସେକେଣ୍ଡ୍,

ରବ୍ୟଂଶଽ୨୪|୫୮|୨୫, ସୂକ୍ଷ୍ମଚନ୍ଦ୍ର ରାଶି ୦|୩|୨୧|୩୨,

ଦିନମାନ ଘଣ୍ଟା ୧୩|୧୦|୪୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୪୯|୧୫ସେକେଣ୍ଡ୍,

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ଦିବା ଘଣ୍ଟା ୧୧|୫୫|୪୫କେଣ୍ଡ୍ ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

 ଦିବା ଘଣ୍ଟା ୧୧|୫୫|୪୫କେଣ୍ଡ୍ ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୩ ମିନିଟ୍ ରୁ ଘଣ୍ଟା ୯।୩୨ ମିନିଟ୍,  ଦିବା ଘଣ୍ଟା ୧୨।୧୦ ମିନିଟ୍ ରୁ ଘଣ୍ଟା ୨।୪୮ ମିନିଟ୍, ସୂର୍ଯ୍ୟାସ୍ତରୁ ଘଣ୍ଟା ୭।୪୬ ମିନିଟ୍, ରାତ୍ର ଘଣ୍ଟା ୧୦।୩୯ ମିନିଟ୍ ରୁ ଘଣ୍ଟା ୧୨।୪୮ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୪।୩୪ ମିନିଟ୍ ରୁ ଘଣ୍ଟା ୫।୨୬ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୦|୩୦|୨ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

ମେଷ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୧୦|୩୦|୨ସେକେଣ୍ଡ୍ ଗତେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଏବଂ ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୧|୫୫|୪୫କେଣ୍ଡ୍ ମଧ୍ୟେ  ମଧ୍ୟେ ଏକପାଦ ଦୋଷ ଓ ପରେ ଦ୍ଵିପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୪୧ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬|୨୦ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୬ ମିନିଟ୍ ରୁ ଘଣ୍ଟା ୧୧|୪୫ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୧|୪୫ ମିନିଟ୍ ରୁ ଘଣ୍ଟା ୧|୨୪ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୬ ରୁ ଘଣ୍ଟା ୨|୨୭ ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୪।୫୮।୨୫-, ଚନ୍ଦ୍ରରାଶି-୦।୩।୨୧।୩୨-,  ମଙ୍ଗଳରାଶି-୯|୧୩|୨୬|୨୫-, ବୁଧରାଶି-୧|୨୯|୪୮|୫-, ବୃହସ୍ପତିରାଶି-୬|୨୦|୩୮|୨୭, ଶୁକ୍ରରାଶି-୩|୧|୧୮|୧୪-, ଶନିରାଶି-୮|୧୨|୫୯|୨୬-, ରାହୁରାଶି-୩|୧୨|୩୭|୨୪-, କେତୁରାଶି-୯|୧୨|୩୭|୨୪-।

ଆଜିରଲଗ୍ନ

ରାତ୍ର ୩ଟା ୨୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୨୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୪୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୫୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୧୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୨୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୩୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୪୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୩୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୧୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୪୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୨୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାଣିଜ୍ୟକରଣ, କ୍ରୟବିକ୍ରୟ, ଯାନକ୍ରୟ ଓ ଆରୋହଣ, ପୁଂସବନ, ଔଷଧ କରଣ ଓ ସେବନ, ଋଣଦାନ ଓ ଗ୍ରହଣ, ବିହନବୁଣା କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୧୦|୩୦|୨ସେକେଣ୍ଡ୍ ମଧ୍ୟେ ଅଶ୍ଵିନୀନକ୍ଷତ୍ର ମେଷରାଶି କେତୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୦|୩୦|୨ସେକେଣ୍ଡ୍ ପରେ ଦ୍ଵିଜାନକ୍ଷତ୍ର ମେଷରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!