କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ଜାନୁୟାରୀ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧୦, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୪|୨୮|୩୧ ଇଂପ୍ରାଘ୬|୨୪|୨୫ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ମିଥୁନ ଦ୪|୪୯|୦୯ ଇଂସଂଘ୫|୧୭|୧୮ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୬ ଦିନ ରାଷ୍ଟ୍ରିୟ ପୌଷମାସ ୨୦ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ନବମୀତିଥି ସଂଘ୫।୨୬।୨୪ସେ,

ସ୍ଵାତୀ ନକ୍ଷତ୍ର ନିଶାନ୍ତ ଘ୫।୧|୩୧ସେ, ତୁଳାଚନ୍ଦ୍ର ଆହୋରାତ୍ର,

ଧୃତିଯୋଗ ନିଶାନ୍ତ ଘ୫।୧୦|୫୬ସେ,

ଗରକରଣ ସଂଘ୫।୨୬।୨୪ସେ,ବାଣିଜ୍ୟକରଣ ନିଶାନ୍ତ ଘ୬।୧୪।୦ସେ,

ରବ୍ୟଂଶଽ୨୫।୩୭।୧୨, ସୂକ୍ଷ୍ମଚନ୍ଦ୍ର ରା୬।୮।୨୩।୨୬,

ଦିନମାନ ଦିଘ୧୦।୫୨।୫୩, ନିଶାମାନ ରାଘ ୧୩।୭।୭,

ଯୋଗିନୀବାସ-

ଯୋଗିନୀ ପୂର୍ବେ ସଂଘ୫।୨୬।୨୪ସେ, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସଂଘ୫।୨୬।୨୪ସେ,ମଧ୍ୟେ ଲାଉଓ ପରେ କଳମଶାଗ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟ ଉଦୟରୁ ଦିବାଘ୭।୮ମି ଦିଘ୭।୫୧ମିରୁ ଦିଘ୮।୩୫ମିଦିଘ୧୦।୪୫ମି ରୁ ଦିଘ୧୨।୫୬ମି ସଂଘ୬।୯ମିରୁ ଦିଘ୭।୨ମି ରାତିଘ୮।୪୭ମି ରୁ ରାଘ୩।୪୭ମି ମଧ୍ୟେ ରାତିଘ୪।୩୯ମି ପରେ ସଘ୬।୨୪ମି ମଧ୍ୟେ। ମାହେନ୍ଦ୍ର ଦିଘ୭।୮ମି ରୁ ଦିଘ୭।୫୧ମି ମଧ୍ୟେ ଦିଘ୧।୩୯ମିରୁ ଦିଘ୩।୫୦ମି ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ। ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ନିଶାନ୍ତ ଘ୫।୧|୩୧ସେ, ପରେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ କ୍ରୋଧିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ନବମୀରର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ନିଶାନ୍ତ ଘ୫।୧ମି ପରେ  ଏକପାଦ ନକ୍ଷତ୍ରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।

ଅଶୁଭ ସମୟ-

ରାହୁକାଳ ଓ ବାରବେଳା- ଦିବାଘ୧୧।୫୩ମି ରୁ ଦିଘ୧।୧୪ମି ଓ କାଳବେଳା ସକାଳଘ୯।୧୦ମି ରୁ ଦିଘ୧୦।୩୧ମିମଧ୍ୟେ। କାଳରାତ୍ରି ରାତ୍ରଘ୩।୧୦ମିଘ୧୦।୩୧ମିମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୫।୩୭।୧୨,୨୦/୯ ଚନ୍ଦ୍ରରା୬।୮।୨୩।୨୬-୧୫/୭  ମ୬|୨୫|୪୨|୪୧-୧୬/୭ ବୁ୮|୪|୨୧|୮-୧୯/୯ ବୃ୬|୨୪|୧୮|୪୫-୧୬/୭ ଶୁ୮|୨୫|୪୮|୧୦-୨୦/୯ ଶ୮|୮|୧୯|୪୫-୧୯/୯ ରା୩|୨୦|୫୮|୫୫-୯/୪ କେ୯|୨୦|୫୮|୫୫-୨୨/୧୦।

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୪ମି ମକର ଦିବାଘ୬|୪୨ମି କୁମ୍ଭଘ୮|୩୧ମି  ମୀନଘ୧୦|୭ମି ମେଷଘ୧୧|୪୧ମି ବୃଷଘ୧|୨୪ମି   ମିଥୁନଘ୩|୨୩ମି କର୍କଟଘ୫|୩୬ମି   ସିଂହରାତ୍ରି ଘ୭|୫୦ମି କନ୍ୟା ଘ୯|୫୯ମି ତୁଳା ଘ୧୦|୬ମି ବିଛା ଘ୨|୧୮ମି  ଧନୁଘ୪|୩୩ମି।

ଶୁଭକର୍ମ-

ଆଜି ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଆରୋହଣ, ଦେବତା ପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନକରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ନିଶାନ୍ତ ଘ୫।୧ମି ମଧ୍ୟେ ସ୍ଵାତୀ ନକ୍ଷତ୍ର ତୁଳାରାଶି ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ନିଶାନ୍ତ ଘ୫।୧ମି ପରେ ବିଶାଖା ନକ୍ଷତ୍ର ତୁଳାରାଶି ଗୁରୁମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!