ଦୈନିକ ପାଞ୍ଜି: ସେପ୍ଟେମ୍ବର ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧, ୨୦୧୮

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୧।୨୭ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୫।୫୫।୩୫ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୧୬ ଦିନ ରାଷ୍ଟ୍ରିୟ ଭାଦ୍ରବ ୧୦ଦିନ ଶନିବାର

ଆଜିର ପଞ୍ଚାଙ୍ଗ- 

ଚାନ୍ଦ୍ରମାନ ଭାଦ୍ରବମାସ କୃଷ୍ଣପକ୍ଷ, ଷଷ୍ଠୀତିଥୀ ରାତ୍ର ଘଣ୍ଟା ୯।୪୫।୪୫ସେକେଣ୍ଡ

ଦ୍ୱିଜାନକ୍ଷତ୍ର ରାତ୍ର ଘଣ୍ଟା ୯।୨।୪୫ସେକେଣ୍ଡ, ମେଷଚନ୍ଦ୍ର ରାତ୍ର ଘଣ୍ଟା ୩।୨।୩୪ସେକେଣ୍ଡ

ଧୃବଯୋଗ ସଂଧ୍ୟା ଘଣ୍ଟା ୬।୧୦।୭ସେକେଣ୍ଡ

ଗରକରଣ ଦିବା ଘଣ୍ଟା ୧୦।୩।୮ସେକେଣ୍ଡ, ବାଣିଜ୍ୟକରଣ ରାତ୍ର ଘଣ୍ଟା ୯।୪୫।୪୫ସେକେଣ୍ଡ

ରବ୍ୟଂଶଽ ୧୪।୨୫।୭, ସୂକ୍ଷ୍ମଚନ୍ଦ୍ର ରା୦।୧୮।୬।୨୭

ଦିନମାନ ଘଣ୍ଟା ୧୨।୨୪।୮ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୩୫।୫୨ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ 

ପଶ୍ଚିମେ ରାତ୍ର ଘଣ୍ଟା ୯।୪୫।୪୫ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୯।୪୫।୪୫ସେକେଣ୍ଡ ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା ୯-୪୦ ମିନିଟ୍ ରୁ ଘଣ୍ଟା ୧୨-୫୮ ମିନିଟ୍, ରାତ୍ର ଘଣ୍ଟା ୮-୧୪ ମିନିଟ୍ ରୁ ଘଣ୍ଟା ୧୦-୩୪ ମିନିଟ୍, ଘଣ୍ଟା ୧୨-୭ ମିନିଟ୍ ରୁ ଘଣ୍ଟା ୧-୪୦ ମିନିଟ୍, ଘଣ୍ଟା ୨-୨୬ ମିନିଟ୍ ରୁ ଘଣ୍ଟା ୩-୫୯ ମିନିଟ୍‌ ।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩।୨।୩୪ସେକେଣ୍ଡ ଗତେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯।୨।୪୫ସେକେଣ୍ଡ  ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ/ସିଂହ/କନ୍ୟା ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର ଓ ରାଘ୩।୨ମି ପରେ ବିଚ୍ଛା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୯।୨।୪୫ସେକେଣ୍ଡ ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଓ ପରେ ସମ୍ବତ୍ସର ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ରାତ୍ର ଘଣ୍ଟା ୯।୨।୪୫ ସେକେଣ୍ଡ ମଧ୍ୟେ ବେଶ୍ୟା ଓ ପରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ, ରାତ୍ର ଘଣ୍ଟା ୯।୨।୪୫ସେକେଣ୍ଡ ଗତେ ଦ୍ଵିପାଦ ଦୋଷ ଓ ରାଘ୯।୪୫। ୪୫ ଗତେ ତିନିପାଦ ଦୋଷ ଯୋଗେ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ-ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୦।୧୨ମିନିଟ୍, ବାରବେଳା-ଦିବା ଘଣ୍ଟା ୧।୧୮ମିନିଟ୍ ରୁ ଘଣ୍ଟା ୨।୫୧ମିନିଟ୍, କାଳବେଳା-ସକାଳ ଘଣ୍ଟା ୫।୩୩ମିନିଟ୍ ରୁ ଘଣ୍ଟା ୭।୬ମିନିଟ୍, ଦିବା ଘଣ୍ଟା ୪।୨୪ମିନିଟ୍ ରୁ ଘଣ୍ଟା ୫।୫୭ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୫୭ମିନିଟ୍ ରୁ ଘଣ୍ଟା ୭।୨୪ମିନିଟ୍, ରାତ୍ର ଘଣ୍ଟା ୪।୭ମିନିଟ୍ ରୁ ଘଣ୍ଟା ୫।୩୪ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି-୪।୧୪।୨୫।୭, ଚନ୍ଦ୍ର ରାଶି-୦।୧୮।୬।୨୭, ମଙ୍ଗଳ ରାଶି-୯।୪।୩୯।୪୭,

ବୁଧ ରାଶି-୩।୨୭।୨୮।୩୩, ବୃହସ୍ପତି ରାଶି-୬।୨୩।୪।୪୮, ଶୁକ୍ର ରାଶି-୫।୨୯।୨୩।୩୩,

ଶନି ରାଶି-୮।୮।୨୬।୪୧, ରାହୁ ରାଶି-୩।୧୧।୩୩।୫୦, କେତୁ ରାଶି-୯।୧୧।୩୩।୫୦।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୪।୨୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୮।୪୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧।୧୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୩।୧୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୬।୪୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୮।୧୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୨।୧୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୨୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୯।୨।୪୫ସେକେଣ୍ଡ ମଧ୍ୟେ ଦ୍ଵିଜାନକ୍ଷତ୍ର  ମେଷରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୯।୨।୪୫ସେକେଣ୍ଡ ପରେ  ରାତ୍ର ଘଣ୍ଟା ୩।୨।୩୪ସେକେଣ୍ଡ ମଧ୍ୟେ କୃତ୍ତିକାନକ୍ଷତ୍ର  ମେଷରାଶି ରବିମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୩।୨।୩୪ସେକେଣ୍ଡ ପରେ କୃତ୍ତିକାନକ୍ଷତ୍ର  ବୃଷରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!