ଆଜିର ପାଞ୍ଜି: ମଇ ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମଇ ୧, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୧୮|୧୦ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସଂଧ୍ୟା ଘ ୬|୨|୫୭ସେ

ଉଡ୍ରାବ୍ଦ ୧୪୨୫ସାଲ ମେଷ ୧୮ ଦିନ ରାଷ୍ଟ୍ରିୟ ବୈଶାଖମାସ ୧୧ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ପ୍ରତିପଦତିଥି ସକାଳ ଘଣ୍ଟା ୬|୪୯|୧୨ସେକେଣ୍ଡ୍,

ବିଶାଖାନକ୍ଷତ୍ର ଦିବା ଘଣ୍ଟା ୩|୫୭|୨ସେକେଣ୍ଡ୍, ତୁଳାଚନ୍ଦ୍ର ସକାଳ ଘଣ୍ଟା ୯|୩୬|୫୭ସେକେଣ୍ଡ୍,

ବ୍ୟତିପାତଯୋଗ ସକାଳ ଘଣ୍ଟା ୯|୩୮|୩୭ସେକେଣ୍ଡ୍,

କୌଳବକରଣ ସକାଳ ଘଣ୍ଟା ୬|୪୯|୧୨ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୭|୧୧|୩ସେକେଣ୍ଡ୍,

ରବ୍ୟଂଶଽ୧୬|୨୮|୨୬, ସୂକ୍ଷ୍ମଚନ୍ଦ୍ର ରାଶି ୬|୨୭|୪୩|୩୦,

ଦିନମାନ ଘଣ୍ଟା ୧୨|୪୪|୪୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧|୧୫|୧୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ସକାଳ ଘଣ୍ଟା ୬|୪୯|୧୨ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୬|୪୯|୧୨ସେକେଣ୍ଡ୍ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୫୧ ମିନିଟ୍ ରୁ ଦିବା ଘଣ୍ଟା ୧୦।୨୪ ମିନିଟ୍, ଦିବା ଘଣ୍ଟା ୧୨।୫୭ ମିନିଟ୍ ରୁ ଘଣ୍ଟା ୨।୩୮ମିନିଟ୍, ଦିବା ଘଣ୍ଟା ୩।୨୯ ମିନିଟ୍ ରୁ ଘଣ୍ଟା ୫।୧୧ମିନିଟ୍, ସଂଧ୍ୟା ଘଣ୍ଟା ୬।୨ମିନିଟ୍ ରୁ ଘଣ୍ଟା ୬।୪୮ମିନିଟ୍, ରାତ୍ର ଘଣ୍ଟା ୯।୩ ମିନିଟ୍ ରୁ ଘଣ୍ଟା ୧୧।୧୮ମିନିଟ୍, ରାତ୍ର ଘଣ୍ଟା ୧।୩୩ ମିନିଟ୍ ରୁ ଘଣ୍ଟା ୩।୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୯|୩୬|୫୭ସେକେଣ୍ଡ୍ ଗତେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୩|୫୭|୨ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର –  

ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୨।୩୪ମିନିଟ୍ ମଧ୍ୟେ ସନ୍ତାନହୀନା, ଦୁଃଖିନୀ ତେଣୁ ପ୍ରତିକାର କରଣୀୟ ଓ ରଜଶ୍ଚକ୍ରେ ସନ୍ତାନ ବତ୍ସଳା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ସକାଳ ଘଣ୍ଟା ୬|୪୯|୧୨ସେକେଣ୍ଡ୍ ଗତେ ଦ୍ଵିପାଦ ତିଥି ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ/କାଳବେଳା- ଦିବା ଘଣ୍ଟା ୧|୧୮ ମିନିଟ୍ ରୁ ଘଣ୍ଟା ୪|୨୯ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୬|୫୬ ମିନିଟ୍ ରୁ ଘଣ୍ଟା ୮|୩୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭|୨୯ମିନିଟ୍ ରୁ ଘଣ୍ଟା ୮|୫୪ ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୦।୧୬।୨୮।୨୬- ଚନ୍ଦ୍ରରାଶି-୬।୨୭।୪୩।୩୦-,  ମଙ୍ଗଳରାଶି-୮|୨୯|୨୧|୩୨-, ବୁଧରାଶି-୧୧|୧୯|୩୭|୫୨-, ବୃହସ୍ପତିରାଶି-୬|୨୫|୧୭|୧୮-, ଶୁକ୍ରରାଶି-୧|୧୩|୩୩|୩-, ଶନିରାଶି-୮|୧୪|୫୩|୨୮-, ରାହୁରାଶି-୯|୧୬|୧୭|୧୧-, କେତୁରାଶି-୯|୧୬|୧୭|୧୧-।

ଆଜିରଲଗ୍ନ

ନିଶାନ୍ତ ୪ଟା ୨୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୬ଟା ୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୮ଟା ୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୦ଟା ୧୯ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୧୨ଟା ୩୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୨ଟା ୪୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୪ଟା ୫୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୭ଟା ୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୯ଟା ୧୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧୧ଟା ୨୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧ଟା ୧୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୨ ଟା ୪୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୪ଟା ୨୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ଖଡ୍ଗଧାରଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୩|୫୭|୨ସେକେଣ୍ଡ୍ ମଧ୍ୟେ ବିଶାଖାନକ୍ଷତ୍ର  ତୁଳାରାଶି  ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୩|୫୭|୨ସେକେଣ୍ଡ୍ ପରେ ଅନୁରାଧାନକ୍ଷତ୍ର ବିଛାରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!