ଆଜିର ପାଞ୍ଜି: ଜାନୁୟାରୀ ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୧, ୨୦୧୮

ଇଂରାଜୀ ନବବର୍ଷ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ଧନୁ ଦ୨|୫୨|୩୧ ଇଂପ୍ରାଘ୬|୨୨|୧୯ସେ

ସୂର୍ଯ୍ୟାସ୍ତ ମିଥୁନ ଦ୩|୦୭|୫୨ ଇଂସଂଘ୫|୧୧|୪୧ସେ

ଉଡ୍ରାବ୍ଦ ୧୪୨୫ସାଲ ଧନୁ ୧୭ ଦିନ ରାଷ୍ଟ୍ରିୟ ପୌଷମାସ ୧୧ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ପୌଷମାସ, ଶୁକ୍ଲପକ୍ଷ, ଚତୁର୍ଦ୍ଦଶୀ ତିଥି ଦିଘ ୧୧।୪୫ମି,

ମୃଗଶିରା ନକ୍ଷତ୍ର ଦିଘ ୨|୫୩|୩୨ସେ, ମିଥୁନଚନ୍ଦ୍ର ଆହୋରାତ୍ର,

ଶୁକ୍ଳଯୋଗ ଦିଘ୯|୪୬|୪୫ସେ ବ୍ରହ୍ମଯୋଗ ନିଘ୫।୨୪।୨୯ସେ,

ବାଣିଜ୍ୟକରଣ ଦିଘ୧୧।୪୫ମି, ବିଷ୍ଟି କରଣ ରାଘ୯।୪୯ମି,  

ରବ୍ୟଂଶଽ୧୬।୨୬।୪୫, ସୂକ୍ଷ୍ମଚନ୍ଦ୍ର ରା୨।୧।୧୪।୨୬,

ଦିନମାନ ଦିଘ୧୦।୪୯।୧୮, ନିଶାମାନ ରାଘ ୧୩।୧୦।୪୨,

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ଦିଘ ୧୧। ୪୫ମି ପରେ ବାୟବେଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିଘ୧୧। ୪୫ମି ମଧ୍ୟେ ବିରିଜାତଦ୍ରବ୍ୟ ନ ଖାଇଲେଭଲ। ପରେ ମାଛ, ମାଂସ, ତେଲ ଓ ସ୍ତ୍ରୀ ସଂଭୋଗ ବର୍ଜ୍ଜନ କରିବା ଉଚିତ୍।

ଶୁଭସମୟ

ଅମୃତବେଳା ଦିଘ୭।୪୯ମଧ୍ୟେ ଦିଘ୯।୧୫ମି ପରେ ଦିଘ୧୧।୨୫ମିମଧ୍ୟେ ରାଘ ୭।୫୫ ମି ପରେ ରାଘ ୧୧।୨୧ମଧ୍ୟେ ରାଘ୨।୫୧ମି ପରେ ରାଘ ୩।୪୪ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ମେଷ ବୃଷ ମିଥୁନ ସିଂହ କନ୍ୟା ତୁଳା ଧନୁ ମକର ଓ କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ବିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି। ଦିଘ୨|୫୩ମି ପରେ ଅଶ୍ୱିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ ପୁଷ୍ୟା, ମଘା, ଉତ୍ତରାଫାଃ, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ର, ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କନ୍ୟା ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଦିଘ୨। ୫୫ମିପରେ ପାଞ୍ଚମାସ ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ସୁଖଲାଭ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଚତୁର୍ଦ୍ଦଶୀ ତିଥିର ଏକୋଦିଷ୍ଟ ଓ ପୂର୍ଣ୍ଣିମାତିଥିର ଏକୋଦିଷ୍ଟ, ପାର୍ବଣଶ୍ରାଦ୍ଧ ହେବ। ପୁଷ୍କରଦୋଷ ନାହିଁ।

ଅଶୁଭ ସମୟ-

ରାହୁକାଳ ଓ କାଳବେଳା ଦିଘ ୭। ୪୫ ମି ପରେ ଦିଘ୯।୬ମି ମଧ୍ୟେ ବାରବେଳା ଦିଘ୨। ୩୧ ମି ପରେ ଦିଘ ୩।୫୩ମିମଧ୍ୟେ କାଳରାତ୍ରି ରାଘ୧୦।୧୦ମି ପରେ ରାଘ୧୧।୪୯ମିମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୧୬।୨୬।୪୫,୨୦/୯ ଚନ୍ଦ୍ର ରା୨।୧।୧୪।୨୬-୫/୩ ମ୬|୨୦|୬|୨୩-୧୬/୭ ବୁ୭|୨୩|୫୩|୨୦-୧୮/୮ ବୃ୬|୨୨|୫୧|୪୪-୧୬/୭ ଶୁ୮|୧୪|୨୮|୩୫-୨୦/୯ ଶ୮|୭|୧୭|୯-୧୯/୯ ରା୩|୨୧|୧୪|୪-୯/୪ କେ୯| ୨୧|୧୪|୪-୨୨/୧୦।  

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୨ମି ମଧ୍ୟେ ମକର ଦିବାଘ୭|୧୮ମି   କୁମ୍ଭଘ୯|୭ମି   ମୀନଘ୧୦|୪୩ମି ମେଷଘ୧୨|୧୬ମି ବୃଷଘ୧|୫୯ମି   ମିଥୁନଘ୩|୫୮ମି କର୍କଟଘ୬|୧୧ମି   ସିଂହରାତ୍ରି ଘ୮|୨୫ମି କନ୍ୟା ଘ୧୦|୩୪ମି ତୁଳା ଘ୧୨|୪୨ମି ବିଛା ଘ୨|୫୩ମି  ଧନୁଘ୫|୮ମି।

ଶୁଭକର୍ମ-

ଦେବତାଗଠନ, ଔଷଧକରଣ, ଦୀକ୍ଷାଗ୍ରହଣ, ଧନ୍ୟାସ୍ଥାପନ, ଆରୋଗ୍ୟସ୍ନାନ, ହଳ ଆରମ୍ଭ ଆଦିହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ମୃଗଶିରା ନକ୍ଷତ୍ର ମିଥୁନରାଶି ଓ ମଙ୍ଗଳ ମହଦଶାରେ ଜନ୍ମ ଦିଘ୨।୫୩।୩୨ ମଧ୍ୟେ ଓ ପରେ ଆର୍ଦ୍ରା ନକ୍ଷତ୍ର ମିଥୁନରାଶି ରାହୁ ମହଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!