ବୃଷ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର। ଆଜିର ପାଞ୍ଜି: ଅପ୍ରେଲ ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅପ୍ରେଲ ୧, ୨୦୧୮

ସୂର୍ଯ୍ୟଉଦୟ ମୀନ ଦ୫|୫୬|୪୬ ଇଂ ପ୍ରାତଃ ଘ ୫|୪୦|୪୭ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କନ୍ୟା ଦ୫|୧୩|୨୨  ଇଂ ସଂଧ୍ୟା ଘ ୫|୫୩|୫୯ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧୮ଦିନ ରାଷ୍ଟ୍ରିୟ ଚୈତ୍ରମାସ ୧୧ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ:- ବୈଶାଖମାସ, କୃଷ୍ଣପକ୍ଷ, ପ୍ରତିପଦାତିଥି ସଂଧ୍ୟା ଘଣ୍ଟା ୫।୫।୩୭ସେକେଣ୍ଡ୍,

ହସ୍ତା ନକ୍ଷତ୍ର ପ୍ରାତଃ ଘଣ୍ଟା ୫।୫୬।୪୭ସେକେଣ୍ଡ୍, କନ୍ୟାଚନ୍ଦ୍ର ସଂଧ୍ୟା ଘଣ୍ଟା୫।୫୦ମିନିଟ୍।

ବ୍ୟାଘାତଯୋଗ ରାତ୍ର ଘଣ୍ଟା ୩।୨୫।୧୮ସେକେଣ୍ଡ୍,  

କୌଳବକରଣ ସଂଧ୍ୟା ଘଣ୍ଟା ୫।୫।୩୭ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୪।୪୫ମିନିଟ୍

ରବ୍ୟଂଶଽ୧୭।୭।୨୨, ସୂକ୍ଷ୍ମଚନ୍ଦ୍ର ରାଶି ୫।୨୩।୧୦।୫୯,

ଦିନମାନ ଘଣ୍ଟା ୧୨।୧୩।୧୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୧।୪୬।୪୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ସଂଧ୍ୟା ଘଣ୍ଟା ୫।୫।୩୭ସେକେଣ୍ଡ୍ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା ୫।୫।୩୭ସେକେଣ୍ଡ୍ ମଧ୍ୟେ ପାଣିକଖାରୁ ଓ ପରେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୬।୩୦ମିନିଟ୍ ରୁ ଘଣ୍ଟା ୯।୪୫ମିନିଟ୍, ରାତ୍ର ଘଣ୍ଟା ୭।୨୮ ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୩୦ମିନିଟ୍, ଦିବା ଘଣ୍ଟା ୧।୧ ମିନିଟ୍ ରୁ ଘଣ୍ଟା ୧।୫୦ମିନିଟ୍, ସଂଧ୍ୟା ଘଣ୍ଟା ୬।୪୧ ମିନିଟ୍ ରୁ ଘଣ୍ଟା ୭।୨୮ମିନିଟ୍, ରାତ୍ର ଘଣ୍ଟା ୧୨।୧୧ ମିନିଟ୍ ରୁ ଘଣ୍ଟା ୩।୨୦ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୫୦ମିନିଟ୍ ଗତେ ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ପ୍ରାତଃ ଘଣ୍ଟା ୫।୫୬।୪୭ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବୃଷ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ କ୍ରୋଧିନୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ସଂଧ୍ୟା ଘଣ୍ଟା ୫।୫।୩୭ସେକେଣ୍ଡ୍ ଗତେ ଦ୍ଵିପାଦ ବାର ଓ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪|୨୪ମିନିଟ୍ ରୁ ଘଣ୍ଟା ୫|୫୬ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦|୧୮ମିନିଟ୍ ରୁ ଘଣ୍ଟା ୧୧|୫୦ମିନିଟ୍ ମଧ୍ୟେ। କାଳବେଳା– ଦିବା ଘଣ୍ଟା ୧୧|୫୦ମିନିଟ୍ ରୁ ଘଣ୍ଟା ୧|୨୧ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧|୧୭ମିନିଟ୍ ରୁ ଘଣ୍ଟା ୨|୪୬ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୧୭।୭।୨୨-୨୭/୧୨, ଚନ୍ଦ୍ରରାଶି-୫।୨୩।୧୦।୫୯-୧୩/୬, ମଙ୍ଗଳରାଶି-୮|୧୩|୫୮|୧୩-୨୦/୯, ବୁଧରାଶି-୧୧|୧୮|୨୭|୨-୨୭/୧୨, ବୃହସ୍ପତିରାଶି-୬|୨୮|୨୦|୧୫-୧୬/୭, ଶୁକ୍ରରାଶି-୦|୬|୫୩|୪୮-୧/୧,

ଶନିରାଶି-୮|୧୪|୪୭|୨୬-୨୦/୯, ରାହୁରାଶି-୩|୧୯|୧୮|୩୦-୯/୪, କେତୁରାଶି-୯|୧୯|୧୮|୩୦-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ ଟା ୪୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୬ଟା ୨୨ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୮ଟା ୫ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୦ଟା ୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୨ଟା ୧୭ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୨ଟା ୩୧ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୪ଟା ୪୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୬ଟା ୪୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୯ଟା ରୁ ବିଛା ଲଗ୍ନ ଆରମ୍ଭ। ୧୧ଟା ୧୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୧ଟା ୨୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୩ଟା ୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୪ ଟା ୪୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନବବସ୍ତ୍ର ପରିଧାନ, ଅଳଙ୍କାରଧାରଣ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ବାଣିଜ୍ୟକରଣ, ଔଷଧ କରଣ ଓ ସେବନ, ଆରୋଗ୍ୟସ୍ନାନ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ପ୍ରାତଃ ଘଣ୍ଟା ୫।୫୬।୪୭ସେକେଣ୍ଡ୍ ମଧ୍ୟେ ହସ୍ତାନକ୍ଷତ୍ର, କନ୍ୟାରାଶି ଚନ୍ଦ୍ର ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ପ୍ରାତଃ ଘଣ୍ଟା୫।୫୬।୪୭ସେକେଣ୍ଡ୍ ପରେ ସଂଧ୍ୟା ଘଣ୍ଟା୫।୫୦ମିନିଟ୍ ମଧ୍ୟେ ଚିତ୍ରାନକ୍ଷତ୍ର, କନ୍ୟାରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ସଂଧ୍ୟା ଘଣ୍ଟା୫।୫୦ମିନିଟ୍ ପରେ ଚିତ୍ରାନକ୍ଷତ୍ର, ତୁଳାରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!