ଅପ୍ରେଲ 11 ତାରିଖ ରୁ ଅପ୍ରିଲ 17 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିରେ ବନୁଛି ରାଜଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଆପଣା ଲୋକଙ୍କ ସାହାଯ୍ୟ ପାଇ ଧନ୍ୟ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବ । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ । ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ … ଅଧିକ ପଢନ୍ତୁ

ବୃହସ୍ପତି ଚଳିବେ ମୀନ ରାଶିକୁ କଣ ରହିବ 12 ଟି ରାଶି ଉପରେ ପ୍ରଭାବ

୨୦୨୨ ମସିହା ଅପ୍ରେଲମାସ ୧୩ତାରିଖ ବୁଧବାରରେ ବୃହସ୍ପତି କୁମ୍ଭରାଶିରୁ ପୂର୍ବଭାଦ୍ରପଦ ନକ୍ଷତ୍ର ମୀନରାଶିକୁ ସ୍ଵଚାର ହୋଇ ଗମନ କରିବେ । ମୀନରାଶିରେ ୨୦୨୩ମସିହା ଅପ୍ରେଲମାସ ୨୨ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ … ଅଧିକ ପଢନ୍ତୁ

ଅପ୍ରେଲ 04 ତାରିଖ ରୁ ଅପ୍ରିଲ 10 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିରେ ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ମନବଳ ଦୃଢିଭୁତ ହେବା ସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ମାଲିମୋକଦ୍ଦମାର ସମାଧାନ ହେବ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟହେବ । ଅଟକିଥିବା କାର୍ଯ୍ୟଗୁଡିକ ସହଜରେ ପୂରଣ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ … ଅଧିକ ପଢନ୍ତୁ

ମାର୍ଚ୍ଚ 21 ତାରିଖ ରୁ ମାର୍ଚ୍ଚ 27 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିଙ୍କର ବନୁଛି ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । … ଅଧିକ ପଢନ୍ତୁ

କେତୁ ଚଳିଲେ ତୁଳା ରାଶିକୁ, 12 ଟି ରାଶି ଉପରେ କଣ ପଡିବ ପ୍ରଭାବ, ଦେଖନ୍ତୁ

ତା ୧୭ । ୦୩ । ୨୦୨୨ ଗୁରୁବାର ପ୍ରାତଃ ୦୬ । ୨୧ । ୩୯ରେ ବକ୍ରୀ ସ୍ପଷ୍ଟ କେତୁ ବିଛାରାଶିରୁ ବିଶାଖା ନକ୍ଷତ୍ର ତୁଳାରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ପ୍ରଥମେ ଜାଣନ୍ତୁ କେତୁଗ୍ରହଙ୍କ କାରକ ବିଷୟରେ- ଅଜା, ଜେଜେବାପା, ରଙ୍ଗବେରଙ୍ଗପଶୁ, ପକ୍ଷୀ, କୁକୁର, ହରିଣ, ଜାଦୁବିଦ୍ୟା, … ଅଧିକ ପଢନ୍ତୁ

ରାହୁ ଚଳିଲେ ମେଷ ରାଶିକୁ,12ଟି ରାଶି ଉପରେ କଣ ପଡିବ ପ୍ରଭାବ… ଦେଖନ୍ତୁ

ତା ୧୭ । ୦୩ । ୨୦୨୨ଗୁରୁବାର ପ୍ରାତଃ ୦୬ । ୨୧ । ୩୯ ରେ ବକ୍ରୀ ସ୍ପଷ୍ଟ ରାହୁ ବୃଷରାଶିରୁ କୃତ୍ତିକା ନକ୍ଷତ୍ର ମେଷରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ରାହୁ- ରାହୁଗ୍ରହ ପିତାମହ, ଦାଦା, ବିଦେଶ ଯାତ୍ରା, ସମାଜ ଓ ଅନ୍ୟ ଜାତିବା ଧର୍ମର ଲୋକ, … ଅଧିକ ପଢନ୍ତୁ

ଆଜି ବକ୍ରୀ ସ୍ପଷ୍ଟ କେତୁ ବିଛା ରାଶିରୁ ବିଶାଖା ନକ୍ଷତ୍ର ତୁଳା ରାଶିକୁ କରିବେ ଗମନ, କେଉଁ ଭାବରେ ରହି ଦେବେ କି ଫଳ ଦେଖନ୍ତୁ

ତା ୧୭ । ୦୩ । ୨୦୨୨ ଗୁରୁବାର ପ୍ରାତଃ ୦୬ । ୨୧ । ୩୯ରେ ବକ୍ରୀ ସ୍ପଷ୍ଟ କେତୁ ବିଛାରାଶିରୁ ବିଶାଖା ନକ୍ଷତ୍ର ତୁଳାରାଶିକୁ ଗମନ କରିବେ । କେତୁସଞ୍ଚାର ଗଣନା ପ୍ରମାଣମ୍: ଲିଖିତ୍ଵା ଭୂଜଗାକାରଂ ସପ୍ତବିଂଶତି ଭାନି ଚ । ମୁଖେ ତ୍ରିଣି ଚ ଷଟ୍ ଗୁହ୍ୟୋ କ୍ରୋଡେ ପୃଷ୍ଟେ ଚ ଷଟ୍ ତଥା । ତ୍ରିଣି ତ୍ରିଣି ପଦଦ୍ଵୟେ କେତୁଚକ୍ର ବିନିର୍ଦ୍ଧିଶେତ୍॥ ଫଳମ୍ : … ଅଧିକ ପଢନ୍ତୁ

ବୃଷରୁ ମେଷ ରାଶିକୁ ରାହୁଙ୍କ ସଞ୍ଚାର, କେଉଁ ଭାବରେ ଦେବେ କି ଫଳ…. ଦେଖନ୍ତୁ

ତା ୧୭ । ୦୩ । ୨୦୨୨ଗୁରୁବାର ପ୍ରାତଃ ୦୬ । ୨୧ । ୩୯ ରେ ବକ୍ରୀ ସ୍ପଷ୍ଟ ରାହୁ ବୃଷରାଶିରୁ କୃତ୍ତିକା ନକ୍ଷତ୍ର ମେଷରାଶିକୁ ଗମନ କରିବେ । ରାହୁ ସଞ୍ଚାର ଗଣନା ପ୍ରମାଣମ୍: ଶୀର୍ଷେ ସପ୍ତ ପ୍ରଦାତବ୍ୟଂ ମୁଖେ ଷଟ୍ ସମୁଦାହୃତଂ, ନେତ୍ରେ ଗୁଣଂ ଗୁଣଂ ଚୈବ କର୍ଣ୍ଣୟୋଃ ବେଦର୍ବେଦକମ୍ । ଫଳଂ- ମାନଂ ଭବେତ୍ ଶିରସି ବା ଧନଲାଭକାରୀ , କଷ୍ଟ ପ୍ରୟାତି ବଦନେ … ଅଧିକ ପଢନ୍ତୁ