ଦୈନିକ ପାଞ୍ଜି: ଜାନୁୟାରୀ ୫, ୨୦୧୮
ସୂର୍ଯ୍ୟଉଦୟ ଧନୁ ଦ୩|୩୪|୫୨ ଇଂପ୍ରାଘ୬|୨୩|୨୮ସେ
ସୂର୍ଯ୍ୟାସ୍ତ ମିଥୁନ ଦ୩|୫୨|୫୦ ଇଂସଂଘ୫|୧୪|୧୨ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୧ ଦିନ ରାଷ୍ଟ୍ରିୟ ପୌଷମାସ ୧୫ ଦିନ ଶୁକ୍ରବାର
ଆଜିର ପଞ୍ଚାଙ୍ଗ-
[sociallocker id=”2829″]
ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି ରାତିଘ୭।୦।୩୭ସେ,
ମଘାନକ୍ଷତ୍ର ରାତିଘ୨।୧୬|୨ସେ, ସିଂହଚନ୍ଦ୍ର ଆହୋରାତ୍ର
ପ୍ରୀତିଯୋଗ ଦିବାଘ୧|୩୬|୪୨ସେ
ବବକରଣ ଦିବାଘ୮।୧୧। ୫୧ମି, ବାଳବ କରଣ ରାତିଘ୭।୦।୩୭ମି,
ରବ୍ୟଂଶଽ୨୦।୩୧।୨୪, ସୂକ୍ଷ୍ମଚନ୍ଦ୍ର ରା୪।୧।୩୦।୮,
ଦିନମାନ ଦିଘ୧୦।୫୦।୩୮, ନିଶାମାନ ରାଘ ୧୩।୯।୨୨,
[/sociallocker]
ଯୋଗିନୀବାସ-
ଯୋଗିନୀ ନୈରୁତକୋଣେ ରାତିଘ୭।୧ମି ପରେ ଦଖିଣେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ରାତିଘ୭।୧ମି ମଧ୍ୟେ ମୂଳା ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ସୂର୍ଯ୍ୟ ଉଦୟରୁଦିଘ୭।୬ମି ମଧ୍ୟେ ଦିଘ୭।୫୦ମି ପରେ ଦିଘ୧୦।୦ମିମଧ୍ୟେ ଦିଘ୧୨।୧୦ମି ପରେ ଦିଘ୩।୪ମିମଧ୍ୟେ ଦିଘ୩।୪୭ମି ପରେ ଦିଘ୫।୧୪ମିମଧ୍ୟେ ସନ୍ଧ୍ୟାଘ୬।୬ମି ପରେ ଦିଘ୯।୩୬ମିମଧ୍ୟେ ରାଘ୧୨।୧୪ମି ପରେ ରାଘ୨।୦ମି ମଧ୍ୟେ ରାଘ୨।୫୩ମି ପରେ ରାଘ୪।୩୮ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ପୂର୍ବାଫାଲଗୁନୀ, ଉତ୍ତରାଫାଲଗୁନୀ, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ପୂର୍ବାଷାଢା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ରାତିଘ୨।୧୬|୨ସେ,ପରେ ଦ୍ଵିଜା, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରାଫାଲଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଘାତଚନ୍ଦ୍ର ଓ ଘାତବାର-
ବିଛା, ଧନୁ ଓ ମୀନ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ରାତ୍ରଘ୨।୧୬ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଓ ପରେ ସାତମାସ ଗଣ୍ଡଦୋଷ ଯୋଗେପ୍ରତିକାର କରଣୀୟ। ରଜଶ୍ଚକ୍ରେ ଦୁଶ୍ଚିନ୍ତା।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
ପୁଷ୍କରଦୋଷ-
ନାହିଁ।
ଅଶୁଭ ସମୟ-
ରାହୁକାଳ ଓ କାଳବେଳା ଦିଘ୧୦।୩୦ମି ରୁ ଦିଘ୧୧।୫୧ମି। ବାରବେଳା ଦିଘ୯।୮ମି ରୁ ଦିଘ୧୦।୩୦ମି ମଧ୍ୟେ । କାଳରାତ୍ରି ରାତ୍ରଘ୮।୩୪ମି ପରେ ରାତିଘ୧୦।୧୨ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି୮।୨୦।୩୧।୨୪,୨୦/୯ ଚନ୍ଦ୍ର ରା୪।୧।୩୦।୮-୧୦/୫ ମ୬|୨୨|୩୬|୧-୧୬/୭ ବୁ୭|୨୮|୯|୩୨-୧୮/୮ ବୃ୬|୨୩|୨୧|୨୭-୧୬/୭ ଶୁ୮|୧୯|୩୦|୪୦-୨୦/୯ ଶ୮|୭|୪୫|୯-୧୯/୯ ରା୩|୨୧|୫|୩୬-୯/୪ କେ୯| ୨୧|୫|୩୬-୨୨/୧୦।
ଆଜିରଲଗ୍ନ-
ଧନୁ ପ୍ରାତଃଘ୬|୨୫ମି ମଧ୍ୟେ ମକର ଦିବାଘ୭|୨ମି କୁମ୍ଭଘ୮|୫୧ମି ମୀନଘ୧୦|୨୭ମି ମେଷଘ୧୨|୦ମି ବୃଷଘ୧|୪୩ମି ମିଥୁନଘ୩|୪୨ମି କର୍କଟଘ୫|୫୫ମି ସିଂହରାତ୍ରି ଘ୮|୯ମି କନ୍ୟା ଘ୧୦|୧୮ମି ତୁଳା ଘ୧୨|୨୬ମି ବିଛା ଘ୨|୩୭ମି ଧନୁଘ୪|୫୨ମି।
ଶୁଭକର୍ମ-
ଦୀକ୍ଷାଗ୍ରହଣ କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୨।୧୬ମି ମଧ୍ୟେ ମଘାନକ୍ଷତ୍ର ସିଂହ ରାଶି ଓ କେତୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ରଘ୨।୧୬ମି ପରେ ପୂର୍ବାଫାଲଗୁନି ନକ୍ଷତ୍ର ସିଂହରାଶି ଓ ଶୁକ୍ରମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।