ଦୈନିକ ପାଞ୍ଜି: ଅଗଷ୍ଟ ୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୫, ୨୦୧୮

ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ। ଶ୍ରୀ ଶ୍ରୀ ବଡଦାଙ୍କ ତିରୋଧାନ ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୭।୩୨ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୭ ।୧୦ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୨୦ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୪ଦିନ ରବିବାର

ଆଜିର ପଞ୍ଚାଙ୍ଗ 

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ଅଷ୍ଟମୀତିଥୀ ଦିବା ଘଣ୍ଟା ୧୧।୨୧।୪୨ସେକେଣ୍ଡ,

ଦ୍ୱିଜାନକ୍ଷତ୍ର ଦିବା ଘଣ୍ଟା ୨।୫୪।୨ସେକେଣ୍ଡ, ମେଷଚନ୍ଦ୍ର ରାତ୍ର ଘଣ୍ଟା ୮।୪୬ମିନିଟ୍,

ଗଣ୍ଡଯୋଗ ଦିବା ଘଣ୍ଟା ୧୧।୨୦।୨୬ସେକେଣ୍ଡ,

କୌଳବକରଣ ଦିବା ଘଣ୍ଟା ୧୧।୨୧।୪୨ସେକେଣ୍ଡ, ତୈତିଳକରଣ ରାତ୍ର ଘଣ୍ଟା ୧୦।୪୫।୩୮ସେକେଣ୍ଡ

ରବ୍ୟଂଶଽ ୧୮।୨୬।୨୩, ସୂକ୍ଷ୍ମଚନ୍ଦ୍ର ରା୦।୨୧।୧୯।୨୩

ଦିନମାନ ଘଣ୍ଟା ୧୨।୫୦।୪୩ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୯।୧୭ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଐଶାନ୍ୟେ ଦିବା ଘଣ୍ଟା ୧୧।୨୧।୪୨ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୧।୨୧।୪୨ସେକେଣ୍ଡ ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୧୬ ମିନିଟ୍, ଦିବା ଘଣ୍ଟା ୧-୬ ମିନିଟ୍ ରୁ ଘଣ୍ଟା ୧-୫୮ ମିନିଟ୍, ରାତ୍ର ଘଣ୍ଟା ୬-୫୯ ମିନିଟ୍ ରୁ ଘଣ୍ଟା ୭-୪୩ ମିନିଟ୍, ରାତ୍ର ଘଣ୍ଟା ୧୨-୧୨ ମିନିଟ୍ ରୁ ଘଣ୍ଟା ୩-୧୧ ମିନିଟ୍ ମଧ୍ୟେ, ଅମୃତ ଦିବା ଘଣ୍ଟା ୬-୧୬ ମିନିଟ୍ ରୁ ଘଣ୍ଟା ୯-୪୧ ମିନିଟ୍, ରାତ୍ର ଘଣ୍ଟା ୭-୪୩ ମିନିଟ୍ ରୁ ଘଣ୍ଟା ୯-୧୩ ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୮।୪୬ମିନିଟ୍ ଗତେ  ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୫୪।୨ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମେଷ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୮।୪୬ମିନିଟ୍ ପରେ ବିଚ୍ଛା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ଦିବା ଘଣ୍ଟା ୨।୫୪।୨ସେକେଣ୍ଡ ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳ-ଭୟ  ଓ ପରେ ପାତାଳ ଗଣ୍ଡଦୋଷ, ଫଳ- ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଦିବା ଘଣ୍ଟା ୨।୫୪।୨ସେକେଣ୍ଡ ମଧ୍ୟେ ବେଶ୍ୟା ଓ ପରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ଦିବା ଘଣ୍ଟା ୨।୫୪ମିନିଟ୍ ପରେ ଦ୍ୱିପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୪୦ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୬ମିନିଟ୍, ବାରବେଳା ଓ କାଳବେଳା- ଦିବା ଘଣ୍ଟା ୧୦।୧୫ମିନିଟ୍ ରୁ ଘଣ୍ଟା ୧।୨୮ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧।୧୫ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୩।୧୮।୨୬।୨୩, ଚନ୍ଦ୍ର ରାଶି-୦।୨୧।୧୯।୨୩, ମଙ୍ଗଳ ରାଶି-୯।୭।୪୪।୨, ବୁଧ ରାଶି-୩।୨୫।୩୧।୫, ବୃହସ୍ପତି ରାଶି-୬।୨୦।୧୨।୫, ଶୁକ୍ର ରାଶି-୫।୩।୫୧।୪୧, ଶନି ରାଶି-୮।୯।୧୪।୭, ରାହୁ ରାଶି-୩।୧୧।୪୮।୪୦, କେତୁ ରାଶି-୯।୧୧।୪୮।୪୦।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୫୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୫୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୫।୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୫୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୯ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୨।୫୪।୨ସେକେଣ୍ଡ୍ ମଧ୍ୟେ ଦ୍ଵିଜାନକ୍ଷତ୍ର  ମେଷରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୨।୫୪।୨ସେକେଣ୍ଡ୍ ପରେ ରାତ୍ର ଘଣ୍ଟା ୮।୪୬ମିନିଟ୍ ମଧ୍ୟେ କୃତ୍ତିକାନକ୍ଷତ୍ର  ମେଷ ରାଶି ରବିମହାଦଶାରେ ଜନ୍ମହୋଇଛି  ଓ ରାତ୍ର ଘଣ୍ଟା ୮।୪୬ମିନିଟ୍ ପରେ କୃତ୍ତିକାନକ୍ଷତ୍ର  ବୃଷରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!