ରାହୁ ଗ୍ରସ୍ତ ସମ୍ପୁର୍ଣ୍ଣ ସୂର୍ଯ୍ୟ ପରାଗ, ଦେଖନ୍ତୁ ପାଳନ ବିଧି ଓ ପାକ ନିଷେଧ ସମୟ… କେଉଁ ରାଶି ଉପରେ କଣ ରହିବ ପ୍ରଭାବ
ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ପାଳନୀୟ ତା ୨୫-୧୦-୨୦୨୨ରିଖ, କାର୍ତ୍ତିକମାସ ଅମାବାସ୍ୟା, ମଙ୍ଗଳବାର । ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୬୫ଙ୍କ ତୁଳା ଦି୯ନ କାର୍ତ୍ତିକମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମଙ୍ଗଳବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ସୂର୍ଯ୍ୟପରାଗ ସଂଘଟିତ ହେବ । ପୁରୀଠାରେ ସନ୍ଧ୍ୟା ଘଣ୍ଟା ୫ । ୧୫ମିନିଟ୍ ରେ ହେବ । ତଥା ଓଡିଶାରେ ଗ୍ରସ୍ତାସ୍ତ ସୂର୍ଯ୍ୟପରାଗ ହେବ । ଅର୍ଥାତ୍ … ଅଧିକ ପଢନ୍ତୁ