ମୀନସଙ୍କ୍ରାନ୍ତି, ଶିବଚତୁର୍ଦ୍ଦଶୀ ଓ ବେଢାପରିକ୍ରମା, ବାରୁଣୀସ୍ନାନ। ଆଜିର ପାଞ୍ଜି: ମାର୍ଚ୍ଚ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧୫, ୨୦୧୮

ମୀନସଙ୍କ୍ରାନ୍ତି, ଶିବଚତୁର୍ଦ୍ଦଶୀ ଓ ବେଢାପରିକ୍ରମା, ବାରୁଣୀସ୍ନାନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମୀନ ଦ୦|୨|୪୭ ଇଂ ପ୍ରାତଃ ଘ ୫|୫୫|୩୧ସେ

ସୂର୍ଯ୍ୟାସ୍ତ     କନ୍ୟା ଦ୦|୯|୭   ଇଂ ସଂଧ୍ୟା ଘ ୫|୪୯|୨୦ସେ

ଉଡ୍ରାବ୍ଦ ୧୪୨୫ସାଲ ମୀନ ୧ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨୪ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ସଂଧ୍ୟା ଘଣ୍ଟା ୫।୨୦।୨୯ସେକେଣ୍ଡ୍,

ଧନିଷ୍ଠା ନକ୍ଷତ୍ର ସଂଧ୍ୟା ଘଣ୍ଟା ୫।୧୨।୩୦ସେକେଣ୍ଡ୍, କୁମ୍ଭଚନ୍ଦ୍ର ଅହୋରାତ୍ର

ସିଦ୍ଧିଯୋଗ ରାତ୍ର ଘଣ୍ଟା ୯।୫୧।୧୦ସେକେଣ୍ଡ୍,

ବାଣିଜ୍ୟକରଣ ସଂଧ୍ୟାଘଣ୍ଟା୫।୨୦।୨୯ସେକେଣ୍ଡ୍, ବିଷ୍ଟିକରଣ ନିଶାନ୍ତ ଘଣ୍ଟା୫।୫୩ମିନିଟ୍

ରବ୍ୟଂଶଽ୦।୧୬।୧୦, ସୂକ୍ଷ୍ମଚନ୍ଦ୍ର ରାଶି ୧୦।୦।୫୨।୭,

ଦିନମାନ ଘଣ୍ଟା ୧୧।୫୩।୪୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୬।୧୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ସଂଧ୍ୟା ଘଣ୍ଟା ୫।୨୦।୨୯ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଧ୍ୟା ଘଣ୍ଟା୫।୨୦।୨୯ସେକେଣ୍ଡ୍ ମଧ୍ୟେ ବାଇଗଣ ଓ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ରାତ୍ର ଘଣ୍ଟା ୨।୪୨ମିନିଟ୍ ରୁ ଘଣ୍ଟା ୩।୩୧ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩୧ମିନିଟ୍, ଦିବା ଘଣ୍ଟା ୧୦।୪୧ମିନିଟ୍ ରୁ ଘଣ୍ଟା ୧।୪ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ, କୁମ୍ଭ, ମୀନ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।    

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୧୨।୩୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।  

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ସୌଭାଗ୍ୟବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ – ଦିବା ଘଣ୍ଟା ୧|୨୩ମିନିଟ୍ ରୁ ଘଣ୍ଟା ୨|୫୨ମିନିଟ୍ ମଧ୍ୟେ।  ବାରବେଳା- ଦିବା ଘଣ୍ଟା ୪|୨୨ମିନିଟ୍ ରୁ ଘଣ୍ଟା ୫|୫୧ମିନିଟ୍ ମଧ୍ୟେ।  କାଳବେଳା- ଦିବା ଘଣ୍ଟା ୨|୫୩ମିନିଟ୍ ରୁ ଘଣ୍ଟା ୪|୨୨ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୧|୫୪ମିନିଟ୍ ରୁ ଘଣ୍ଟା ୧|୨୫ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୧।୦।୧୬।୧୦-୨୫/୧୨, ଚନ୍ଦ୍ରରାଶି-୧୦।୦।୫୨।୭-୨୩/୧୧, ମଙ୍ଗଳରାଶି-୮|୪|୨୨|୩୯-୧୯/୯, ବୁଧରାଶି-୧୧|୧୮|୩୨|୩୨-୨୭/୧୨, ବୃହସ୍ପତିରାଶି-୬|୨୯|୫|୧୬-୧୬/୭, ଶୁକ୍ରରାଶି-୧୧|୧୫|୫୩|୧୧-୨୬/୧୨, ଶନିରାଶି-୮|୧୪|୫|୩୩-୨୦/୯, ରାହୁରାଶି-୩|୨୦|୨୩|୪୬-୯/୪, କେତୁରାଶି-୯|୨୦|୨୩|୪୬-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ ଟା ୫୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୭ଟା ୨୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୧୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୧୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧ଟା ୨୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୩ଟା ୩୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୫ଟା ୪୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୭ଟା ୫୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୨୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୨୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୧୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୫ ଟା ୫୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି  ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସନ୍ଧ୍ୟା ଘଣ୍ଟା୫।୧୨।୩୦ ସେକେଣ୍ଡ୍ ମଧ୍ୟେ ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ଓ ମଙ୍ଗଳ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ସନ୍ଧ୍ୟା ଘଣ୍ଟା୫।୧୨।୩୦ ସେକେଣ୍ଡ୍ ପରେ ଶତଭିଷା ନକ୍ଷତ୍ର କୁମ୍ଭ ରାଶି ଓ ରାହୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!