ଜାଣନ୍ତୁ ଝିଅ ମାନଙ୍କ ଗୁଣ ଓ ବ୍ୟବହାର ସେମାନଙ୍କ ନାମର ପ୍ରଥମ ଅକ୍ଷରରୁ। (P,R,S)

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ P,R,S ଅକ୍ଷର ନାମରେ ଥିବା ଝିଅ ମାନଙ୍କ ଗୁଣ ଓ ବ୍ୟବହାର

ଏହି ଦୁନିଆରେ ପୁଅ ହେଉ ଅବା ଝିଅ ସମସ୍ତଙ୍କର ଅଲଗା ଅଲଗା ସ୍ଵଭାଵ ଥାଏ। ସେମିତି ଯଦି ଜ୍ୟୋତିଷ ଅନୁସାରେ ଦେଖିବା ଯେଉଁ ବ୍ୟକ୍ତିଙ୍କର ଜାତକ ଯେମିତି ହୋଇଥାଏ ସେ ବ୍ୟକ୍ତଙ୍କର ସ୍ଵଭାଵ ସେମିତି ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି କଥା ତ ସମସ୍ତେ ଜାଣିଛନ୍ତି କୌଣସି ବ୍ୟକ୍ତିର ଜାତକ କରିବା ପାଇଁ ତାହାର ଜନ୍ମ ସମୟ ଜନ୍ମ ତାରିଖ ନକ୍ଷତ୍ର ଏହା ସହ ତାହାର ନାମ ମଧ୍ୟ ବହୁତ ଦରକାରୀ ହୋଇଥାଏ। କାରଣ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ଜାତକ ମନାଯାଏ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ବହୁତ ସମୟରେ ଏମିତି ହୁଏ ବାପା ମା ନିଜ ଇଚ୍ଛାରେ ପିଲାମାନଙ୍କ ନାମ ରଖିଦିଅନ୍ତି ଆଉ କିଛି ପିଲାମାନଙ୍କର ନାମ ଜ୍ୟୋତିଷ ଅନୁସାରେ ରଖା ଯାଇଥାଏ।

ଆପଣ ଏହା ନିଶ୍ଚିତ ଶୁଣିଥିବେ କି ବ୍ୟକ୍ତିର ଯେମିତି ନାମ ହୋଇଥାଏ ସେମାନଙ୍କର କାମ ବି ସେମିତି ହୋଇଥାଏ ଅର୍ଥାତ ଭଲ ନାମ କମାଇବା ଆମର ଭଲ କର୍ମ ଉପରେ ନିର୍ଭର କରିଥାଏ। ଏଥିପାଇଁ ଆପଣ ଜାଣିପାରୁଥିବେ ବ୍ୟକ୍ତିର ନାଁ କାହା ପାଇଁ କେତେ ମହତ୍ତ୍ୱ ରଖିଥାଏ।

ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ଯାହାର ନାମ P R S ରୁ ଆରମ୍ଭ ହୋଇଛି

ଏହି ନାମର ବ୍ୟକ୍ତି ବହୁତ ବୁଝିବା ସୁଝିବା କିସମର ଲୋକ ହୋଇଥାନ୍ତି । ଏମାନେ ବହୁତ ରାଗି କିସମର ଲୋକ ହୋଇଥାନ୍ତି କିନ୍ତୁ ବିନା କାରଣରେ ଏମାନେ କାହା ସହ ଝଗଡା କରନ୍ତି ନାହିଁ ।

ଯଦି ଏମନଙ୍କ ସହ କିଛି କେହି ଖରାପ କରିବାକୁ ଚେଷ୍ଟା କରିଥାଏ ଏମାନେ ତାହାର ଅବସ୍ଥା ଖରାପ କରିଦିଅନ୍ତି। ଏମାନେ ବହୁତ ସାଙ୍ଗ ପ୍ରେମୀ ହୋଇଥାନ୍ତି ସବୁବେଳେ ସେମନଙ୍କ ସହ ସମୟ ବିତାଇବାକୁ ପ୍ରୟାସ କରିଥାନ୍ତି । ଏହି ବ୍ୟକ୍ତିମାନେ ଦେଖିବାକୁ ବହୁତ ସାଧା ସିଧା ହୋଇଥାନ୍ତି କିନ୍ତୁ ଏମାନେ ଅନ୍ୟ ଅପେଖ୍ୟା ବହୁତ ମସ୍ତିଖୋର ହୋଇଥାନ୍ତି ।

ଆହୁରି ପଢନ୍ତୁ: ଆସନ୍ତୁ ଜାଣିବା କେଉଁ ଜୀବଜନ୍ତୁ କଣ ଶୁଭ ଅଶୁଭ ସଙ୍କେତ ଦେଇଥାନ୍ତି ।

ଆପଣ ଜାଣିନଥିବେ ଏହି ନାମ ଧାରୀ ବ୍ୟକ୍ତିମାନେ ନିଜ ଜୀବନ ନିଜେ ବଞ୍ଚିବାକୁ ଚେଷ୍ଟା କରନ୍ତି ଓ ଭଲ ପାଆନ୍ତି। ଅନ୍ୟ କେହି ଏମନଙ୍କୁ କଂଟ୍ରୋଲ କରୁ ଏମାନେ କେବେ ଚାହାଁନ୍ତି ନାହିଁ ।

ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏହି ଝିଅ ମାନେ କାନ୍ଦିବାରେ ପ୍ରଥମେ ଥାଆନ୍ତି । ଏହି ଝିଅ ମାନଙ୍କର ପ୍ରେମ ଉପରେ ଅଧିକ ଭରସା ନଥାଏ । ଏମାନେ ନିଜ ପରିବାର କଥା ଭାବି କୌଣସି ପୁଅ କୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!