ସର୍ବସମ୍ମତ ରାଧାଷ୍ଟମୀ, କନ୍ୟା ସଂକ୍ରାନ୍ତି, ବିଶ୍ୱକର୍ମା ପୂଜା, ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୭, ୨୦୧୮

ସର୍ବସମ୍ମତ ରାଧାଷ୍ଟମୀ, ଦୁର୍ବାଷ୍ଟମୀ, କନ୍ୟା ସଂକ୍ରାନ୍ତି, ବିଶ୍ୱକର୍ମା ପୂଜା, ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମୋତ୍ସବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୪।୩୪ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୪୨।୧୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କନ୍ୟା ୧ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୬ଦିନ ସୋମବାର

ଆଜିର ପଞ୍ଚାଙ୍ଗ  

ଚାନ୍ଦ୍ରମାନ  ଭାଦ୍ରବମାସ ଶୁକ୍ଳପକ୍ଷ, ଅଷ୍ଟମୀତିଥୀ ସଂଧ୍ୟା ଘଣ୍ଟା ୫।୪୫।୨୬ସେକେଣ୍ଡ

ମୂଳାନକ୍ଷତ୍ର ଅହୋରାତ୍ର, ଧନୁଚନ୍ଦ୍ର ଅହୋରାତ୍ର

ଆୟୁଷ୍ମାନଯୋଗ ରାତ୍ର ଘଣ୍ଟା ୧୨।୨୯।୪୪ସେକେଣ୍ଡ

ବବକରଣ ସଂଧ୍ୟା ଘଣ୍ଟା ୫।୪୫।୨୬ସେକେଣ୍ଡ, ବାଳବକରଣ ଅହୋରାତ୍ର

ରବ୍ୟଂଶଽ ୨୯।୫୭।୩୬, ସୂକ୍ଷ୍ମଚନ୍ଦ୍ର ରା୮।୦।୧୯।୪୮

ଦିନମାନ ଘଣ୍ଟା ୧୨।୬।୩୧ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୩।୨୯ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଐଶାନ୍ୟେ ସଂଧ୍ୟା ଘଣ୍ଟା ୫।୪୫।୨୬ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସଂଧ୍ୟା ଘଣ୍ଟା ୫।୪୫।୨୬ସେକେଣ୍ଡ ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୭-୧୨ମିନିଟ୍, ଦିବା ଘଣ୍ଟା ୧-୩୩ମିନିଟ୍ ରୁ ଘ୩-୮ମିନିଟ୍, ରାତ୍ର ଘଣ୍ଟା ୬-୧୯ମିନିଟ୍ ରୁ ଘଣ୍ଟା ୯-୩୩ମିନିଟ୍, ଘଣ୍ଟା ୧୧-୫୮ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍, ଘଣ୍ଟା ୪ଟା ରୁ ଘଣ୍ଟା ୫-୩୭ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର। ମିଥୁନରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ / କାଳବେଳା- ସକାଳ ଘଣ୍ଟା ୭।୮ ମିନିଟ୍ ରୁ ଘଣ୍ଟା ୮।୩୯ ମିନିଟ୍, ବାରବେଳା- ଦିବା ଘଣ୍ଟା ୨।୪୨ ମିନିଟ୍ ରୁ ଘଣ୍ଟା ୪।୧୩ ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୧୦।୧୧ ମିନିଟ୍ ରୁ ଘଣ୍ଟା ୧୧।୪୧ ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୯।୫୬।୫୩, ଚନ୍ଦ୍ର ରାଶି-୮।୦।୧୭।୫୩, ମଙ୍ଗଳ ରାଶି-୯।୭।୧୩।୩୭, ବୁଧ ରାଶି-୪।୨୬।୨୧।୨୨, ବୃହସ୍ପତି ରାଶି-୬।୨୫।୨୯।୮, ଶୁକ୍ର ରାଶି-୬।୧୦।୪୮।୫୪, ଶନି ରାଶି-୮।୮।୩୧।୭, ରାହୁ ରାଶି-୩।୧୦।୩୫।୫, କେତୁ ରାଶି-୯।୧୦।୩୫।୫।

ଉଦୟଲଗ୍ନ-

ନିଶାନ୍ତ ଘଣ୍ଟା ୫।୩୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୭।୪୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୫୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୧୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୭।୧୬ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୮।୫୯ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୮ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୧୧ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୨୫ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୩୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ମକଦ୍ଦମାଦାୟର, ଦୀକ୍ଷାଗ୍ରହଣ, ଧାନ୍ୟସ୍ଥାପନ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ପରଦିନ ସୂର୍ଯ୍ୟଉଦୟ ପର୍ଯ୍ୟନ୍ତ ମୂଳାନକ୍ଷତ୍ର ଧନୁରାଶି  କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!