ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୧୫, ୨୦୧୮

ଷଷ୍ଠୀ ଓଷା, ସୋମନାଥ ବ୍ରତାରମ୍ଭ, ଲଲିତା ସପ୍ତମୀ, କୁକ୍କୁଟୀ ବ୍ରତ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୪।୨୧ ସେକେଣ୍ଡ  ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୫।୪୩।୭ ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ ସିଂହ ୩୦ ଦିନ ରାଷ୍ଟ୍ରିୟ ଭାଦ୍ରବ ୨୪ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଷଷ୍ଠୀତିଥୀ ଦିବା ଘଣ୍ଟା ୨।୪୬।୧୧ ସେକେଣ୍ଡ

ଅନୁରାଧାନକ୍ଷତ୍ର ରାତ୍ର ଘଣ୍ଟା ୨।୫୦।୧୧ ସେକେଣ୍ଡ, ବିଛାଚନ୍ଦ୍ର ଅହୋରାତ୍ର

ବିଷ୍କୁମ୍ଭଯୋଗ ରାତ୍ର ଘଣ୍ଟା ୧୦।୫୩।୩୨ ସେକେଣ୍ଡ

ତୈତିଳକରଣ ଦିବା ଘଣ୍ଟା ୨।୪୬।୧୧ ସେକେଣ୍ଡ, ଗରକରଣ ରାତ୍ର ଘଣ୍ଟା ୩।୧୬।୨୩ ସେକେଣ୍ଡ

ରବ୍ୟଂଶଽ ୨୮।୦।୩୭, ସୂକ୍ଷ୍ମଚନ୍ଦ୍ର ରା୭।୫।୩୧।୧୦

ଦିନମାନ ଘଣ୍ଟା ୧୨।୮।୪୫ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫୧।୧୫ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ଦିବା ଘଣ୍ଟା ୨।୪୬।୧୧ ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୨।୪୬।୧୧ ସେକେଣ୍ଡ ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା ୯।୩୭ ମିନିଟ୍‌ ରୁ ଘଣ୍ଟା ୧୨।୫୧ ମିନିଟ୍‌, ରାତ୍ର ଘଣ୍ଟା ୮।୫ ମିନିଟ୍‌ ରୁ ଘଣ୍ଟା ୧୦।୨୭ଵ, ରାତ୍ର ଘଣ୍ଟା ୧୨।୨ ମିନିଟ୍‌ ରୁ ଘଣ୍ଟା ୧।୩୭ ମିନିଟ୍‌, ରା ଘଣ୍ଟା ୨।୨୫ ମିନିଟ୍‌ ରୁ ଘଣ୍ଟା ୪।୦୦ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି  ଓ ରାତ୍ର ଘଣ୍ଟା ୨।୫୦।୧୧ ସେକେଣ୍ଡ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୨।୫୦।୧୧ ସେକେଣ୍ଡ ଗତେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ଦିବା ଘଣ୍ଟା ୨।୪୬।୧୧ ସେକେଣ୍ଡ ପରେ ଦ୍ୱିପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮।୩୮ମିନିଟ୍ ରୁ ଘଣ୍ଟା ୧୦।୯ମିନିଟ୍, ବାରବେଳା- ଦିବା ଘଣ୍ଟା ୧।୧୨ମିନିଟ୍ ରୁ ଘଣ୍ଟା ୨।୪୩ମିନିଟ୍, କାଳବେଳା- ସକାଳ ଘଣ୍ଟା ୫।୩୬ମିନିଟ୍ ରୁ ଘଣ୍ଟା ୭।୭ମିନିଟ୍, ଦିବା ଘଣ୍ଟା ୪।୧୪ମିନିଟ୍ ରୁ ଘଣ୍ଟା ୫।୪୫ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୪୫ମିନିଟ୍ ରୁ ଘଣ୍ଟା ୭।୧୪ମିନିଟ୍, ରାତ୍ର ଘଣ୍ଟା ୪।୮ମିନିଟ୍ ରୁ ଘଣ୍ଟା ୫।୩୭ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୪।୨୮।୦।୩୭, ଚନ୍ଦ୍ର ରାଶି-୭।୫।୩୧।୧୦, ମଙ୍ଗଳ ରାଶି-୯।୬।୪୫।୫୯, ବୁଧରାଶି-୪।୨୨।୩୫।୩୯, ବୃହସ୍ପତି ରାଶି-୬।୨୫।୧୧।୯, ଶୁକ୍ର ରାଶି-୬।୯।୩୮।୩, ଶନି ରାଶି-୮।୮।୨୮।୫୩, ରାହୁ ରାଶି-୩।୧୦।୫୬।୨୪, କେତୁ ରାଶି-୯।୧୦।୫୬।୨୪।

ଉଦୟଲଗ୍ନ-

ଘଣ୍ଟା ୩।୩୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୭।୫୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୮ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୨।୨୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୪।୧୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୭।୨୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୯।୫ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧।୧୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୩।୩୧ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଋଣଦାନ ଓ ଋଣଗ୍ରହଣ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୨।୫୦।୧୧ ସେକେଣ୍ଡ ମଧ୍ୟେ  ଅନୁରାଧାନକ୍ଷତ୍ର  ବିଛାରାଶି  ଶନିମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୨।୫୦।୧୧ ସେକେଣ୍ଡ ପରେ  ଜ୍ୟୋଷ୍ଠାନକ୍ଷତ୍ର  ବିଛାରାଶି ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!