ରଜ ସଂକ୍ରାନ୍ତି, ଚନ୍ଦ୍ର ଦର୍ଶନ। ଦୈନିକ ପାଞ୍ଜି: ଜୁନ୍ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୫, ୨୦୧୮

ରଜ ସଂକ୍ରାନ୍ତି, ଚନ୍ଦ୍ର ଦର୍ଶନ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୭।୫୯ସେ     ଚନ୍ଦ୍ରୋଦୟ ସଘ୬।୨୮ମି.

ସୂର୍ଯ୍ୟାସ୍ତ  ସଂଘ୬।୧୯।୪୬ସେ       ଚନ୍ଦ୍ରାସ୍ତ ରାଘ୮।୫ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୧ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠ ୨୫ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଜ୍ୟେଷ୍ଠମାସ ଶୁକ୍ଳପକ୍ଷ, ଦ୍ୱିତିୟାତିଥି ସଂଘ୬।୧୦।୩୬,

ଆର୍ଦ୍ରାନକ୍ଷତ୍ର ଦିଘ୧୧।୨୧।୪୭  ମିଥୁନଚନ୍ଦ୍ର ରାଘ୩।୨୨।୨୧, ବୃଦ୍ଧିଯୋଗ ରାଘ୯।୨୩।୧୮,

ବାଳବକରଣ ସଘ୭।୫୬।୧୯, କୌଳବକରଣ ସଂଘ୬।୧୦।୩୬, କ୍ଷୟ ତୈତିଳକରଣ ରାଘ୪।୨୮।୩୪

ରବ୍ୟଂଶଽ ୨୯।୪୫।୮, ସୂକ୍ଷ୍ମଚନ୍ଦ୍ର ରା୨।୧୬।୫।୫୩

ଦିନମାନ ଘ୧୩।୧୧।୪୭, ରାତ୍ରମାନ ଘ୧୦।୪୮।୧୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଉତ୍ତରେ ସଂଘ୬।୧୦ମି ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସଂଘ୬।୧୦ମି ମଧ୍ୟେ ବୋଇତି କଖାରୁ ଓ ପରେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସଘ୬-୦୧ ମି ରୁ ଘ୬-୫୪ ମି, ଦିଘ୯-୩୨ମି ରୁ ଘ୧୦-୨୫ମି, ଅମୃତ ଦିଘ୧୨-୧୦ମି ରୁ ଘ୨-୪୯ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ଘ୮-୩୦ମି, ରାଘ୧୨-୪୯ମି ରୁ ଘ୨-୫୮ମି, ଘ୩-୪୨ମି ରୁ ଘ୫-୮ମି ମଧ୍ୟେ।

ଚନ୍ଦଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩|୨୨|୨୧ସେକେଣ୍ଡ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରାଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୧|୨୧|୪୭ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର-

ବିଚ୍ଛା/ଧନୁ/ମୀନ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିନ ଘ୧୧।୨୨ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ। ରଜଶ୍ଚକ୍ରେ ଦୁଖିନୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିନ ଘ୧୧।୨୨ମି ମଧ୍ୟେ ଏକପାଦ ପରେ ସଂଧ୍ୟା ଘ୬।୧୧ମି ମଧ୍ୟେ ଦ୍ୱିପାଦ ଏବଂ ସଂଧ୍ୟା ଘ୬।୧୧ମି ପରେ ଏକପାଦଦୋଷ।

ଅଶୁଭସମୟ-

ରାହୁକାଳ ଓ କାଳବେଳା-ଦିଘ୧୦।୭ମି ରୁ ଘ୧୧।୪୬ମି, ବାରବେଳା-ସଘ୮।୨୮ମି ରୁ ଘ୧୦।୭ମି, କାଳରାତ୍ରି-ରାଘ୯।୪ମି ରୁ ଘ୧୦।୨୫ମି।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରା୧।୨୯।୪୫।୮, ଚ୨।୧୬।୫।୫୩, ମ୯।୧୪।୧୭।୨୩, ବୁ୨।୧୦।୨୩।୪, ବୃ୬।୨୦।୧୪।୧୪, ଶୁ୩।୭।୯।୧, ଶ୮।୧୨।୩୮।୩୬, ରା୩।୧୨।୨୧।୨୩, କେ୯।୧୨।୨୧।୨୩।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଉଦୟଲଗ୍ନ-

ରାତ୍ର ୩ଟା ୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୧୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୨୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୩୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୪୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୧ଟା ୫୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୧୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୨୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୧୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୧ ଟା ୫୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୨୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୧|୨୧|୪୭ସେକେଣ୍ଡ୍ ମଧ୍ୟେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ରାହୁମହାଦଶାରେ ଜନ୍ମ ହୋଇଛି। ଦିବା ଘଣ୍ଟା ୧୧|୨୧|୪୭ସେକେଣ୍ଡ୍ ପରେ ପୁନର୍ବସୁନକ୍ଷତ୍ର ମିଥୁନରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!