ଦୈନିକ ପାଞ୍ଜି: ଅଗଷ୍ଟ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୩, ୨୦୧୮

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୦।୨୫ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୩।୨ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉଡ୍ରାବ୍ଦ ୧୪୨୫ସାଲ  କର୍କଟ ୨୮ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୨ଦିନ ସୋମବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ଦ୍ୱିତିୟାତିଥୀ ସକାଳ ଘଣ୍ଟା ୮।୩୭।୨୮ସେକେଣ୍ଡ,

ପୂର୍ବାଫାଲଗୁନୀ ନକ୍ଷତ୍ର ରାତ୍ର ଘଣ୍ଟା ୭।୯।୩୫ସେକେଣ୍ଡ, ସିଂହଚନ୍ଦ୍ର ରାତ୍ର ଘଣ୍ଟା ୧୨।୪୦।୧୯ସେକେଣ୍ଡ,

ଶିବଯୋଗ ରା ଘଣ୍ଟା ୧୨।୧୯।୪୬ସେକେଣ୍ଡ

କୌଳବକରଣ ସକାଳ ଘଣ୍ଟା ୮।୩୭।୨୮ସେକେଣ୍ଡ, ତୈତିଳକରଣ ରା ଘଣ୍ଟା ୭।୯।୩୧ସେକେଣ୍ଡ

ରବ୍ୟଂଶଽ ୨୬।୬।୩୮, ସୂକ୍ଷ୍ମଚନ୍ଦ୍ର ରା୪।୧୮।୧୬।୧୮

ଦିନମାନ ଘଣ୍ଟା ୧୨।୪୩।୨୮ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୬।୩୨ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ସକାଳ ଘଣ୍ଟା ୮।୩୭।୨୮ସେକେଣ୍ଡ ଗତେ ଅଗ୍ନି କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୮।୩୭।୨୮ସେକେଣ୍ଡ ମଧ୍ୟେ ବୋଇତି କଖାରୁ ପରେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୯ମିନିଟ୍, ଦିବା ଘଣ୍ଟା ୧୦-୩୨ମିନିଟ୍ ରୁ ଘଣ୍ଟା ୧-୪ମିନିଟ୍, ରାତ୍ର ଘଣ୍ଟା ୬-୫୪ମିନିଟ୍ ରୁ ଘଣ୍ଟା ୯-୧୦ମିନିଟ୍, ରାତ୍ର ଘଣ୍ଟା ୧୧-୨୫ମିନିଟ୍ ରୁ ଘଣ୍ଟା ୨-୨୬ମିନିଟ୍ ମଧ୍ୟେ, ମାହେନ୍ଦ୍ର ଦିବା ଘଣ୍ଟା ୩-୩୭ମିନିଟ୍ ରୁ ସଂଧ୍ୟା ଘଣ୍ଟା ୫-୧୮ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୪୦।୧୯ସେକେଣ୍ଡ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ  ରାତ୍ର ଘଣ୍ଟା ୭।୯।୩୫ସେକେଣ୍ଡ ଗତେ  ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୧୨।୪୦ମିନିଟ୍ ପରେ ବୃଷ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୭।୯।୩୫ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୮।୩୭।୨୮ସେକେଣ୍ଡ  ମଧ୍ୟେ ଏକପାଦ ଦୋଷ ଓ ରାତ୍ର ଘଣ୍ଟା ୭।୯।୩୫ସେକେଣ୍ଡ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ସକାଳ ଘଣ୍ଟା ୭।୪ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, ବାରବେଳା- ଦିବା ଘଣ୍ଟା ୩।୧ମିନିଟ୍ ରୁ ଘଣ୍ଟା ୪।୩୭ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୦।୨୫ମିନିଟ୍ ରୁ ଘଣ୍ଟା ୧୧।୫୦ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୬।୬।୩୮, ଚନ୍ଦ୍ର ରାଶି-୪।୧୮।୧୬।୧୮, ମଙ୍ଗଳ ରାଶି-୯।୫।୫୭।୨୧, ବୁଧ ରାଶି-୩।୧୯।୩୧।୨୧, ବୃହସ୍ପତି ରାଶି-୬।୨୦।୫୨।୧୬, ଶୁକ୍ର ରାଶି-୫।୧୧।୫୭।୬, ଶନି ରାଶି-୮।୮।୫୩।୨୯, ରାହୁ ରାଶି-୩।୧୧।୫୦।୪, କେତୁ ରାଶି-୯।୧୧।୫୦।୪।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୨୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୨୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୩୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୨୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୩୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୧୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୨୭ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୌକା ଚାଳନ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୭।୯।୩୫ସେକେଣ୍ଡ ମଧ୍ୟେ ପୂର୍ବାଫାଲଗୁନି ନକ୍ଷତ୍ର  ସିଂହରାଶି  ଶୁକ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭।୯।୩୫ସେକେଣ୍ଡ ପରେ ରାତ୍ର ଘଣ୍ଟା ୧୨।୪୦।୧୯ସେକେଣ୍ଡ ମଧ୍ୟେ ଉତ୍ତରାଫାଲଗୁନି ନକ୍ଷତ୍ର  ସିଂହରାଶି  ରବିମହାଦଶାରେ ଜନ୍ମହୋଇଛି  ଓ ରାତ୍ର ଘଣ୍ଟା ୧୨।୪୦।୧୯ସେକେଣ୍ଡ ପରେ ଉତ୍ତରାଫାଲଗୁନି ନକ୍ଷତ୍ର  କନ୍ୟାରାଶି  ରବିମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!