ଦୈନିକ ପାଞ୍ଜି: ଜୁନ୍ ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୨, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୭|୩୮ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଧ୍ୟା ଘ ୬|୧୮|୫୨ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୨୯ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୨୨ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ସକାଳ ଘଣ୍ଟା ୭|୩୫|୧୭ସେକେଣ୍ଡ୍, କ୍ଷୟ ଚତୁର୍ଦ୍ଦଶୀତିଥି ରାତ୍ର ଘଣ୍ଟା ୪|୩୩ ମିନିଟ୍,

କୃତ୍ତିକାନକ୍ଷତ୍ର ରାତ୍ର ଘଣ୍ଟା ୭|୭|୪୫ସେକେଣ୍ଡ୍, ବୃଷଚନ୍ଦ୍ର ଅହୋରାତ୍ର,

ସୁକର୍ମାଯୋଗ ଦିବା ଘଣ୍ଟା ୧୨|୪୮|୨୮ସେକେଣ୍ଡ୍,

ବାଣିଜ୍ୟକରଣ ସକାଳ ଘଣ୍ଟା ୭|୩୫|୧୭କେଣ୍ଡ୍, ବିଷ୍ଟିକରଣ ସଂଧ୍ୟା ଘଣ୍ଟା ୬|୯|୧୩ସେକେଣ୍ଡ୍, କ୍ଷୟ ଶକୁନିକରଣ ରାତ୍ର ଘଣ୍ଟା ୪|୩୩|୧୮ସେକେଣ୍ଡ୍, 

ରବ୍ୟଂଶଽ୨୬|୫୩|୮, ସୂକ୍ଷ୍ମଚନ୍ଦ୍ର ରାଶି ୧|୧|୨୯|୧୨,

ଦିନମାନ ଘଣ୍ଟା ୧୩|୧୧|୧୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୪୮|୪୬ସେକେଣ୍ଡ୍,

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ସକାଳ ଘଣ୍ଟା ୭|୩୫|୧୭ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-  

ସକାଳ ଘଣ୍ଟା ୭|୩୫|୧୭ସେକେଣ୍ଡ୍ ମଧ୍ୟେ ବାଇଗଣ ଓ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୬ ମିନିଟ୍, ସକାଳ ଘଣ୍ଟା ୯।୩୨ ମିନିଟ୍ ରୁ ଘଣ୍ଟା ୧୨।୧୦ ମିନିଟ୍, ଦିବା ଘଣ୍ଟା ୩।୪୧ ମିନିଟ୍ ରୁ ଘଣ୍ଟା ୪।୩୪ ମିନିଟ୍, ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୭।୨ ମିନିଟ୍, ରାତ୍ର ଘଣ୍ଟା ୧୨।୫ ମିନିଟ୍ ରୁ ଘଣ୍ଟା ୨।୧୫ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୨।୪୮ ମିନିଟ୍ ରୁ ଘଣ୍ଟା ୩।୪୧ ମିନିଟ୍, ଦିବା ଘଣ୍ଟା ୪।୩୪ ମିନିଟ୍ ରୁ ଘଣ୍ଟା ୫।୨୬ ମିନିଟ୍, ରାତ୍ର ଘଣ୍ଟା ୮।୨୯ ମିନିଟ୍ ରୁ ଘଣ୍ଟା ୯।୫୫ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭|୭|୪୫ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

ମକରରାଶିର ଘାତବାର। ବିଛାରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୭|୭|୪୫ସେକେଣ୍ଡ୍ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ- ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ଦୋଷ ଓ ରାତ୍ର ଘଣ୍ଟା ୭|୭|୪୫ସେକେଣ୍ଡ୍ ଗତେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୩|୩ ମିନିଟ୍ ରୁ ଘଣ୍ଟା ୪|୪୨ ମିନିଟ୍ ମଧ୍ୟେ।  ବାରବେଳା ସକାଳ ଘଣ୍ଟା ୬|୪୯ ମିନିଟ୍ ରୁ ଘଣ୍ଟା ୮|୨୮ ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧|୨୪ ମିନିଟ୍ ରୁ ଘଣ୍ଟା ୩|୩ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭|୪୨ ରୁ ଘଣ୍ଟା ୯|୩ ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୬।୫୩।୮-, ଚନ୍ଦ୍ରରାଶି-୧।୧।୨୯।୧୨-,  ମଙ୍ଗଳରାଶି-୯|୧୩|୪୮|୪୪-ବୁଧରାଶି-୨|୪|୬|୨୭-, ବୃହସ୍ପତିରାଶି-୬|୨୦|୨୮|୧୯, ଶୁକ୍ରରାଶି-୩|୩|୩୮|୪୭-, ଶନିରାଶି-୮|୧୨|୫୧|୧୨-, ରାହୁରାଶି-୩|୧୨|୩୦|୨୮-, କେତୁରାଶି-୯|୧୨|୩୦|୨୮-

ଆଜିରଲଗ୍ନ

ରାତ୍ର ୩ଟା ୧୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୨୨ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୩୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୪୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୧ଟା ୫୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୫ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୧୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୩୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୩୭ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୨୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୨ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୩୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୧୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୭|୭|୪୫ସେକେଣ୍ଡ୍ ମଧ୍ୟେ କୃତ୍ତିକାନକ୍ଷତ୍ର ବୃଷରାଶି ରବିମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୭|୭|୪୫ସେକେଣ୍ଡ୍ ପରେ ରୋହିଣୀନକ୍ଷତ୍ର ବୃଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!