ଦୈନିକ ପାଞ୍ଜି: ଅଗଷ୍ଟ ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨, ୨୦୧୮

ଦ୍ଵିତୀୟା ଚନ୍ଦ୍ରଦର୍ଶନ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୦।୪ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୩।୪୪ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୨୭ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୧ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ପ୍ରତିପଦାତିଥୀ ଦି ଘଣ୍ଟା ୧୧।୫୪।୫୩ସେକେଣ୍ଡ,

ମଘାନକ୍ଷତ୍ର ରାତ୍ର ଘଣ୍ଟା ୯।୨୭।୧୨ସେକେଣ୍ଡ, ସିଂହଚନ୍ଦ୍ର ଅହୋରାତ୍ର,

ବରିୟାନ ଯୋଗ ସକାଳ ଘଣ୍ଟା ୭।୪୧।୧୯ସେକେଣ୍ଡ, କ୍ଷୟ ପରିଘଯୋଗ ରାତ୍ର ଘଣ୍ଟା ୩।୫୨ମିନିଟ୍

ବବକରଣ ଦିବା ଘଣ୍ଟା ୧୧।୫୪।୫୩ସେକେଣ୍ଡ, ବାଳବକରଣ ରାତ୍ର ଘଣ୍ଟା ୧୦।୧୩।୫୬ସେକେଣ୍ଡ

ରବ୍ୟଂଶଽ ୨୫।୯।୨, ସୂକ୍ଷ୍ମଚନ୍ଦ୍ର ରା୪।୩।୨୧।୫

ଦିନମାନ ଘଣ୍ଟା ୧୨।୪୪।୨୪ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୫।୩୬ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପୂର୍ବେ ଦିବା ଘଣ୍ଟା ୧୧।୫୪।୫୩ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୧।୫୪।୫୩ ସେକେଣ୍ଡ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୧୮ମିନିଟ୍ ମଧ୍ୟେ, ଦିବା ଘଣ୍ଟା ୧-୫ମିନିଟ୍ ରୁ ଘଣ୍ଟା ୧-୫୬ମିନିଟ୍, ରାତ୍ର ଘଣ୍ଟା ୬-୫୫ମିନିଟ୍ ରୁ ଘଣ୍ଟା ୭-୪୦ମିନିଟ୍, ରାତ୍ର ଘଣ୍ଟା ୧୨-୧୧ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍, ଅମୃତ ଦିବା ଘଣ୍ଟା ୬-୧୮ମିନିଟ୍ ରୁ ଘଣ୍ଟା ୯-୪ମିନିଟ୍, ରାତ୍ର ଘଣ୍ଟା ୭-୪୦ମିନିଟ୍ ରୁ ଘଣ୍ଟା ୯-୧୧ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯।୨୭।୧୨ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୯।୨୭।୧୨ସେକେଣ୍ଡ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ବିଧବା ଓ ପରେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଏବଂ ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଓ ଦିବା ଘଣ୍ଟା ୧୧।୫୪ମି ପରେ ଦ୍ୱିପାଦ ବାର ଓ ତିଥିଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୩୭ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୨ମିନିଟ୍, ବାରବେଳା ଓ କାଳବେଳା- ଦିବା ଘଣ୍ଟା ୧୦।୧୫ମିନିଟ୍ ରୁ ଘଣ୍ଟା ୧।୨୬ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧।୧୫ମିନିଟ୍ ରୁ ଘଣ୍ଟା ୨।୪୦ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୫।୯।୨, ଚନ୍ଦ୍ର ରାଶି-୪।୩।୨୧।୫, ମଙ୍ଗଳ ରାଶି-୯।୬।୮।୪୯, ବୁଧ ରାଶି-୩।୨୦।୧୦।୪୮, ବୃହସ୍ପତି ରାଶି-୬।୨୦।୪୬।୪୨, ଶୁକ୍ର ରାଶି-୫।୧୦।୫୭।୩୪, ଶନି ରାଶି-୮।୮।୫୫।୪୭, ରାହୁ ରାଶି-୩।୧୧।୫୦।୨, କେତୁ ରାଶି-୯।୧୧।୫୦।୨।

ଉଦୟ ଲଗ୍ନ-

ରାତ୍ର ଘଣ୍ଟା ୩।୩୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୫।୪୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୫୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୧୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୩୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୩୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୨୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୩୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୧୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୧୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୩୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ପୁଂସବନ, ଔଷଧ ସେବନ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୯।୨୭।୧୨ସେକେଣ୍ଡ ମଧ୍ୟେ ମଘାନକ୍ଷତ୍ର  ସିଂହରାଶି  କେତୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୯।୨୭।୧୨ସେକେଣ୍ଡ ପରେ ପୂର୍ବାଫାଲଗୁନି ନକ୍ଷତ୍ର  ସିଂହରାଶି  ଶୁକ୍ରମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!