ଦୈନିକ ପାଞ୍ଜି: ଜୁନ୍ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁନ୍ ୧୧, ୨୦୧୮

ସୂର୍ଯ୍ୟଉଦୟ  ପ୍ରାତଃ ଘ ୫|୭|୩୩ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଧ୍ୟା ଘ ୬|୧୮|୩୩ସେ

ଉଡ୍ରାବ୍ଦ ୧୪୨୫ସାଲ ବୃଷ ୨୮ ଦିନ ରାଷ୍ଟ୍ରିୟ ଜ୍ୟେଷ୍ଠମାସ ୨୧ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମଳ ଜ୍ୟେଷ୍ଠମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ଦିବା ଘଣ୍ଟା ୧୦|୫|୧୦ସେକେଣ୍ଡ୍,

ଦ୍ଵିଜାନକ୍ଷତ୍ର ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍, ମେଷଚନ୍ଦ୍ର ରାତ୍ର ଘଣ୍ଟା ୨|୩୯ ମିନିଟ୍,

ଅତିଗଣ୍ଡଯୋଗ ଦିବା ଘଣ୍ଟା ୪|୧|୩୨ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା ୧୦|୫|୧୦କେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୮|୫୫|୨୩ ସେକେଣ୍ଡ୍,

ରବ୍ୟଂଶଽ୨୫|୫୫|୪୭, ସୂକ୍ଷ୍ମଚନ୍ଦ୍ର ରାଶି ୦|୧୭|୧୨|୨,

ଦିନମାନ ଘଣ୍ଟା ୧୩|୧୧|୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୦|୪୮|୬୦ସେକେଣ୍ଡ୍

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ଦିବା ଘଣ୍ଟା ୧୦|୫|୧୦କେଣ୍ଡ୍ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-  

ଦିବା ଘଣ୍ଟା ୧୦|୫|୧୦କେଣ୍ଡ୍ ମଧ୍ୟେ ପୋଇ, ମସୁରଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ସକାଳ ଘଣ୍ଟା ୮।୩୯ ମିନିଟ୍ ରୁ ଘଣ୍ଟା ୧୦।୨୪ ମିନିଟ୍,  ରାତ୍ର ଘଣ୍ଟା ୯।୧୨ ମିନିଟ୍ ରୁ ଘଣ୍ଟା ୧୨।୫ ମିନିଟ୍, ରାତ୍ର ଘଣ୍ଟା ୧।୩୨ ମିନିଟ୍ ରୁ ଘଣ୍ଟା ୨।୫୮ ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୩।୪୧ ମିନିଟ୍ ରୁ ଘଣ୍ଟା ୪।୨୫ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୨|୩୯ ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।

ଘାତବାର ଓ ଘାତଚନ୍ଦ୍ର –

ମିଥୁନରାଶିର ଘାତବାର। ମେଷରାଶିର ଘାତଚନ୍ଦ୍ର ଓ ରାତ୍ର ଘଣ୍ଟା ୨|୩୯ ମିନିଟ୍ ପରେ ବିଛାରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍ ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଓ ପରେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍ ମଧ୍ୟେ ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୦|୫|୧୦କେଣ୍ଡ୍ ମଧ୍ୟେ ଏକପାଦ ଦୋଷ ଓ ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍ ଗତେ ଏକପାଦ ଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ / କାଳବେଳା – ସକାଳ ଘଣ୍ଟା ୬|୪୮ ମିନିଟ୍ ରୁ ଘଣ୍ଟା ୮|୨୭ ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୩|୩ ମିନିଟ୍ ରୁ ଘଣ୍ଟା ୪|୪୨ ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦|୨୪ ରୁ ଘଣ୍ଟା ୧୧|୪୫ ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-  

ରବିରାଶି-୧।୨୫।୫୫।୪୭-, ଚନ୍ଦ୍ରରାଶି-୦।୧୭।୧୨।୨-, ମଙ୍ଗଳରାଶି-୯|୧୩|୩୭|୫୩-ବୁଧରାଶି-୨|୧|୫୭|୫୨-, ବୃହସ୍ପତିରାଶି-୬|୨୦|୩୩|୧୯, ଶୁକ୍ରରାଶି-୩|୨|୨୮|୩୩-, ଶନିରାଶି-୮|୧୨|୫୫|୨୦-, ରାହୁରାଶି-୩|୧୨|୩୩|୪୨-, କେତୁରାଶି-୯|୧୨|୩୩|୪୨-

ଆଜିରଲଗ୍ନ

ରାତ୍ର ୩ଟା ୨୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୫ଟା ୨୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୭ଟା ୩୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୯ଟା ୫୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୧୨ଟା ୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୨ଟା ୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୪ଟା ୨୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୬ଟା ୩୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୮ଟା ୪୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୧୦ଟା ୩୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୧୨ ଟା ୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୧ଟା ୩୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ର ୩ଟା ୨୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଅନ୍ନପ୍ରାଶନ ପାଇଁ ଶୁଭ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍ ମଧ୍ୟେ ଦ୍ଵିଜାନକ୍ଷତ୍ର ମେଷରାଶି ଶୁକ୍ରମହାଦଶାରେ ଜନ୍ମ ହୋଇଛି। ରାତ୍ର ଘଣ୍ଟା ୯|୬|୨୫ସେକେଣ୍ଡ୍ ପରେ ରାତ୍ର ଘଣ୍ଟା ୨|୩୯ମିନିଟ୍ ମଧ୍ୟେ କୃତ୍ତିକାନକ୍ଷତ୍ର ମେଷରାଶି ରବିମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୨|୩୯ମିନିଟ୍ ପରେ କୃତ୍ତିକାନକ୍ଷତ୍ର ବୃଷରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!