ଚିତାଲାଗି ଅମାବାସ୍ୟା, ଗୃହୀଣଂ ଚିତାଲାଗି ଅମାବାସ୍ୟା, ଶ୍ରୀ ମନ୍ଦିରେ ଶ୍ରୀଜୀଉଙ୍କ ସୁବର୍ଣ୍ଣ ଚିତାଲାଗି । ଦୈନିକ ପାଞ୍ଜି: ଅଗଷ୍ଟ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୧, ୨୦୧୮

ଚିତାଲାଗି ଅମାବାସ୍ୟା, ଗୃହୀଣଂ ଚିତାଲାଗି ଅମାବାସ୍ୟା, ଶ୍ରୀ ମନ୍ଦିରେ ଶ୍ରୀଜୀଉଙ୍କ ସୁବର୍ଣ୍ଣ ଚିତାଲାଗି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୯।୪୩ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୪।୨୪ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  କର୍କଟ ୨୬ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୦ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ ଦିବା ଘଣ୍ଟା ୩।୨୮।୨୯ ସେକେଣ୍ଡ ପରେ ଶୁକ୍ଳପକ୍ଷ,

ଅମାବାସ୍ୟାତିଥୀ ଦିବା ଘଣ୍ଟା ୩।୨୮।୨୯ ସେକେଣ୍ଡ

ଅଶ୍ଳେଷାନକ୍ଷତ୍ର ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ, କର୍କଟଚନ୍ଦ୍ର ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ

ବ୍ୟତିପାତଯୋଗ ଦିବା ଘଣ୍ଟା ୧୧।୪୩।୪୫ ସେକେଣ୍ଡ,

ନାଗକରଣ ଦିବା ଘଣ୍ଟା ୩।୨୮।୨୯ ସେକେଣ୍ଡ, କିଂସ୍ତୁଘ୍ନକରଣ ରାତ୍ର ଘଣ୍ଟା ୧।୪୧।୨୦ ସେକେଣ୍ଡ

ରବ୍ୟଂଶଽ ୨୪।୧୧।୨୭, ସୂକ୍ଷ୍ମଚନ୍ଦ୍ର ରା୩।୧୮।୧୫।୨୪

ଦିନମାନ ଘଣ୍ଟା ୧୨।୪୫।୨୦ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୪।୪୦ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଐଶାନ୍ୟେ ଦିବା ଘଣ୍ଟା ୩।୨୮।୨୯ ସେକେଣ୍ଡ ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୩।୨୮।୨୯ ସେକେଣ୍ଡ ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘଣ୍ଟା ୯-୪୧ ମିନିଟ୍ ରୁ ଘଣ୍ଟା ୧-୫ ମିନିଟ୍, ରାତ୍ର ଘଣ୍ଟା ୮-୨୬ ମିନିଟ୍ ରୁ ଘଣ୍ଟା ୧୦-୪୧ ମିନିଟ୍, ରାତ୍ର ଘଣ୍ଟା ୧୨-୧୧ ମିନିଟ୍ ରୁ ଘ୧-୪୧ ମିନିଟ୍, ରାତ୍ର ଘଣ୍ଟା ୨-୨୬ ମିନିଟ୍ ରୁ ଘଣ୍ଟା ୩-୫୬ ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ ଗତେ ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ/ସିଂହ/କନ୍ୟା ରାଶିର ଘାତବାର। ରାତ୍ର ଘଣ୍ଟା ୧୨।୫ ମିନିଟ୍ ପରେ କର୍କଟ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ ମଧ୍ୟେ ବନ୍ଧ୍ୟା ଓ ପରେ ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ପ୍ରତିପଦାର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୮।୩୯ ମିନିଟ୍ ରୁ ଘଣ୍ଟା ୧୦।୧୪ ମିନିଟ୍, ବାରବେଳା- ଦିବା ଘଣ୍ଟା ୧।୨୬ ମିନିଟ୍ ରୁ ଘଣ୍ଟା ୩।୨ ମିନିଟ୍, କାଳବେଳା- ସକାଳ ଘଣ୍ଟା ୫।୨୮ ମିନିଟ୍ ରୁ ଘଣ୍ଟା ୭।୪ ମିନିଟ୍, ଦିବା ଘଣ୍ଟା ୪।୩୮ ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୧୩ ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା ୬।୧୩ ମିନିଟ୍ ରୁ ରାତ୍ର ଘଣ୍ଟା ୭।୩୮ ମିନିଟ୍, ରାତ୍ର ଘଣ୍ଟା ୪।୪ ମିନିଟ୍ ରୁ ପ୍ରାତଃ ଘଣ୍ଟା ୫।୨୮ ମିନିଟ୍ ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୪।୧୧।୨୭, ଚନ୍ଦ୍ର ରାଶି-୩।୧୮।୧୫।୨୪, ମଙ୍ଗଳ ରାଶି-୯।୬।୨୦।୫୩,  ବୁଧ ରାଶି-୩।୨୦।୫୩।୩୫, ବୃହସ୍ପତି ରାଶି-୬।୨୦।୪୧।୧୭, ଶୁକ୍ର ରାଶି-୫।୯।୫୭।୪୨, ଶନି ରାଶି-୮।୮।୫୮।୧୦, ରାହୁ ରାଶି-୩।୧୧।୫୦।୧, କେତୁ ରାଶି-୯।୧୧।୫୦।୧।

ଉଦୟଲଗ୍ନ-

ରାତ୍ର ଘ୩।୩୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୫।୫୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୩୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୪୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୩୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୩୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୨୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୩୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସିମନ୍ତୋନୟନ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ ମଧ୍ୟେ ଅଶ୍ଳେଷାନକ୍ଷତ୍ର  କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୨।୫।୩୫ ସେକେଣ୍ଡ ପରେ ମଘାନକ୍ଷତ୍ର  ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!