ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା, ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ। ଦୈନିକ ପାଞ୍ଜି: ଅଗଷ୍ଟ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୦, ୨୦୧୮

ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା, ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୯।୨୨ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୫।୪ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୨୫ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୯ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥୀ ରାତ୍ର ଘଣ୍ଟା ୭।୮।୪୦ସେକେଣ୍ଡ,

ପୂନର୍ବସୁନକ୍ଷତ୍ର ସକାଳ ଘଣ୍ଟା ୫।୪୪।୩୨ସେକେଣ୍ଡ, କ୍ଷୟ ପୁଷ୍ୟାନକ୍ଷତ୍ର ରାତ୍ର ଘଣ୍ଟା ୨।୫୪ମିନିଟ୍,

କର୍କଟଚନ୍ଦ୍ର ଅହୋରାତ୍ର,  ସିଦ୍ଧିଯୋଗ ଦିବା ଘ୩।୫୦।୧୩ସେକେଣ୍ଡ

ବିଷ୍ଟିକରଣ ସକାଳ ଘଣ୍ଟା ୮।୫୮।୨୬ସେକେଣ୍ଡ, ଶକୁନିକରଣ ରାତ୍ର ଘଣ୍ଟା ୭।୮।୪୦ସେକେଣ୍ଡ,

କ୍ଷୟ ଚତୁଷ୍ପଦକରଣ ନିଶାନ୍ତ ଘଣ୍ଟା ୫।୧୭ ମିନିଟ୍

ରବ୍ୟଂଶଽ ୨୩।୧୩।୫୪, ସୂକ୍ଷ୍ମଚନ୍ଦ୍ର ରା୩।୩।୮।୧୧

ଦିନମାନ ଘଣ୍ଟା ୧୨।୪୬।୧୬ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୩।୪୪ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ରାତ୍ର ଘଣ୍ଟା ୭।୮।୪୦ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୭।୮।୪୦ସେକେଣ୍ଡ ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୧୭ମିନିଟ୍, ଦିବା ଘଣ୍ଟା ୭-୮ମିନିଟ୍ ରୁ ଘଣ୍ଟା ୯-୪୧ ମିନିଟ୍, ଦିବା ଘଣ୍ଟା ୧୨-୧୪ମିନିଟ୍ ରୁ ଘଣ୍ଟା ୨-୪୭ମିନିଟ୍, ଦିବା ଘଣ୍ଟା ୪-୨୯ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬-୧୧ମିନିଟ୍, ରାତ୍ର ଘଣ୍ଟା ୭-୪୯ମିନିଟ୍ ରୁ ରାତ୍ର ଘଣ୍ଟା ୯-୧୧ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୩-୧୧ମିନିଟ୍, ମାହେନ୍ଦ୍ର ରାତ୍ର ଘଣ୍ଟା ୯-୧୧ମିନିଟ୍ ରୁ ଘଣ୍ଟା ୯-୫୬ମିନିଟ୍, ରାତ୍ର ଘଣ୍ଟା ୩-୧୧ମିନିଟ୍ ରୁ ଘଣ୍ଟା ୩-୫୬ମନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୫।୪୪।୩୨ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା/ଧନୁ/ମୀନ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୨।୫୪ମିନିଟ୍ ପରେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୫।୪୪।୩୨ସେକେଣ୍ଡ ମଧ୍ୟେ ଏକପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ

ରାହୁକାଳ – ଦିବା ଘଣ୍ଟା ୧୦।୧୪ମିନିଟ୍ ରୁ ଘଣ୍ଟା ୧୧।୫୦ମିନିଟ୍, ବାରବେଳା ଓ କାଳବେଳା- ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଘଣ୍ଟା ୧୧।୫୧ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୯।୨ମିନିଟ୍ ରୁ ଘଣ୍ଟା ୧୦।୨୭ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବି ରାଶି-୩।୨୩।୧୩।୫୪, ଚନ୍ଦ୍ର ରାଶି-୩।୩।୮।୧୧, ମଙ୍ଗଳ ରାଶି-୯।୬।୩୩।୩୧, ବୁଧ ରାଶି-୩।୨୧।୩୮।୫୧, ବୃହସ୍ପତି ରାଶି-୬।୨୦।୩୬।୨, ଶୁକ୍ର ରାଶି-୫।୮।୫୭।୨୯, ଶନି ରାଶି-୮।୯।୦।୩୭, ରାହୁ ରାଶି-୩।୧୧।୫୦।୦, କେତୁ ରାଶି-୯।୧୧।୫୦।୦।

ଉଦୟଲଗ୍ନ

ରାତ୍ର ଘ୩।୩୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୫।୫୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୮।୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୦।୧୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧୨।୨୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୨।୩୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୪।୪୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୬।୩୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୮।୧୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୯।୪୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୧।୨୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୧।୨୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘ୩।୩୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ

ଆଜି ନାଟ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି

ସୂର୍ଯ୍ୟଉଦୟ ଠାରୁ ସକାଳ ଘଣ୍ଟା ୫।୪୪।୩୨ସେକେଣ୍ଡ ମଧ୍ୟେ ପୁନର୍ବସୁନକ୍ଷତ୍ର  କର୍କଟରାଶି ଗୁରୁମହାଦଶାରେ ଜନ୍ମହୋଇଛି। ସକାଳ ଘଣ୍ଟା ୫।୪୪।୩୨ସେକେଣ୍ଡ ପରେ ପୁଷ୍ୟାନକ୍ଷତ୍ର  କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି ଏବଂ ରାତ୍ର ଘଣ୍ଟା ୨।୫୪ମିନିଟ୍ ପରେ ଅଶ୍ଳେଷାନକ୍ଷତ୍ର  କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!